ଆସନ୍ତାକାଲିଠାରୁ ପୁରୀକୁ ବସ୍‌ ଗଡ଼ିବ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ପୁରୀକୁ ବସ୍‌ ଗଡ଼ିବ। ଏନେଇ ସୂଚନା ଦେଇଛି ପୁରୀ ଓ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ। ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ସଂଘ ଏପରି ନିଷ୍ପତ୍ତି ନେଇଛି। ଗତକାଲି ପୁରୀରୁ ଭୁବନେଶ୍ୱର ଆସୁଥିବା “ଶାରଳା” ବସ୍‌ ପିପିଲି ହାଟସାହି ଛକରେ ମୋପେଟ୍‌କୁ ଧକ୍କା ଦେବାରୁ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଏପରିକି ଦୁର୍ଘଟଣା ଘଟାଇଥିବା […]

bus stand

bus stand

Rakesh Mallick
  • Published: Tuesday, 06 June 2017
  • Updated: 06 June 2017, 08:42 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲିଠାରୁ ପୁରୀକୁ ବସ୍‌ ଗଡ଼ିବ। ଏନେଇ ସୂଚନା ଦେଇଛି ପୁରୀ ଓ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ। ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ସଂଘ ଏପରି ନିଷ୍ପତ୍ତି ନେଇଛି।

ଗତକାଲି ପୁରୀରୁ ଭୁବନେଶ୍ୱର ଆସୁଥିବା “ଶାରଳା” ବସ୍‌ ପିପିଲି ହାଟସାହି ଛକରେ ମୋପେଟ୍‌କୁ ଧକ୍କା ଦେବାରୁ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଏପରିକି ଦୁର୍ଘଟଣା ଘଟାଇଥିବା ଓ ଅନ୍ୟ ଦୁଇଟି ବସ୍‌ରେ ନିଆଁ ଲଗାଇ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story