ଆସୁଛନ୍ତି ଦିଦି: ରାଜ୍ୟରେ ରାଜନୈତିକ ପାଣିପାଗ ଉଷ୍ମ

ଭୁବନେଶ୍ୱର: ଆସନ୍ତାକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (ଦିଦି) ଓଡ଼ିଶା ଆସୁଛନ୍ତି। ସେ ଏଠାରେ ୩ ଦିନ ରହିବେ। ଦିଦି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ ରାଜ୍ୟ ରାଜନୀତି ଏବେ ଉଷ୍ମ ହେବାରେ ଲାଗିଛି। ନବୀନ ଦିଲ୍ଲୀ ଯାଇଥିବା ବେଳେ ସେଠାରେ ଦିଦିଙ୍କ ସହ ଭେଟ ହୋଇଥିଲା। ମାତ୍ର କେଇ ଦିନ ଅନ୍ତରରେ ଦିଦି ଓଡ଼ିଶା ଆସୁଛନ୍ତି। ଜାତୀୟ ସ୍ତରରେ […]

mamata-banerjee

mamata-banerjee

Rakesh Mallick
  • Published: Monday, 17 April 2017
  • Updated: 17 April 2017, 10:32 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (ଦିଦି) ଓଡ଼ିଶା ଆସୁଛନ୍ତି। ସେ ଏଠାରେ ୩ ଦିନ ରହିବେ। ଦିଦି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ ରାଜ୍ୟ ରାଜନୀତି ଏବେ ଉଷ୍ମ ହେବାରେ ଲାଗିଛି।

ନବୀନ ଦିଲ୍ଲୀ ଯାଇଥିବା ବେଳେ ସେଠାରେ ଦିଦିଙ୍କ ସହ ଭେଟ ହୋଇଥିଲା। ମାତ୍ର କେଇ ଦିନ ଅନ୍ତରରେ ଦିଦି ଓଡ଼ିଶା ଆସୁଛନ୍ତି। ଜାତୀୟ ସ୍ତରରେ ବିଜେପି ଓ ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ ବଢୁଥିବା ବେଳେ ପୂର୍ବ ଭାରତର ଏହି ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ୍‌କୁ ନେଇ ମହାଗଠବନ୍ଧନର ବାସ୍ନା ଆସୁଛି। ପୂର୍ବରୁ ଦିଦିଙ୍କ ମୋଦି ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ ହୋଇ ସାରିଛି। ଓଡ଼ିଶାରେ ଏବେ ବିଜେପି ଓ ବିଜେଡି ମୁହାଁମୁହିଁ ସ୍ଥିତିରେ। ଏଭଳି ସ୍ଥିତିରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କେଉଁ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଜୁଲାଇ ମାସରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାରୁ ତୃଣମୂଳ କଂଗ୍ରେସ ଓ ବିଜେଡିର ଆଭିମୁଖ୍ୟ ନେଇ ଦୁଇ ନେତା ଆଲୋଚନା କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲା ପଶ୍ଚିମବଙ୍ଗ ପୋଲିସ

ଦିଦିଙ୍କ ତିନିଦିନିଆ ଗସ୍ତକୁ ନେଇ ରାଜଧାନୀ ଭୁବେନଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହାକୁ ଯାଞ୍ଚ କରିବାକୁ ପଶ୍ଚିମବଙ୍ଗ ପୋଲିସ୍‌ ଆଜି ଓଡ଼ିଶା ଆସିଛି। ସୁରକ୍ଷା ଦାୟିତ୍ୱରେ ଥିବା ପଶ୍ଚିମବଙ୍ଗ ପୋଲିସର ଅତିରିକ୍ତ ମହାନିର୍ଦ୍ଦେଶକ ସଞ୍ଜୟ ମୁଖାର୍ଜୀ କମିଶନରେଟ୍‌ ପୋଲିସର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଦିଦି ଆସିବା ବେଳେ ବିମାନବନ୍ଦରର କେଉଁ ଗେଟ୍‌ରେ ବାହାରିବେ, ତାଙ୍କୁ କିଭଳି ସୁରକ୍ଷା ପ୍ରଦାନ କରାଯିବ, ବିମାନବନ୍ଦରରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ଏବଂ ତାଙ୍କର ଅନ୍ୟାନ୍ୟ ଗସ୍ତ କାର୍ଯ୍ୟକ୍ରମ କିଭଳି ସୁରକ୍ଷିତ ରହିବ ସେ ନେଇ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story