କାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ: ଘରେ ଘରେ ପ୍ରସ୍ତୁତି ଚୂଡ଼ାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ପୀଠ, ମନ୍ଦିର, ଘର-ଦ୍ୱାର ସବୁଠି ସରିଛି ସଜବାଜ। ଜମିବ ଖିଆପିଆ, ନାଚଗୀତରେ ଦୁଲୁକିବ ଗାଁରୁ ସହର। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ଖାଲି ଅପେକ୍ଷା ନିର୍ଦ୍ଧାରଣ ହୋଇଥିବା ସେହି ଶୁଭ ମୂହୁର୍ତ୍ତକୁ। ହାଟବଜାରରୁ କିଣା ସରିଲାଣି ନୂଆଧାନ, କୁରେଇ ପତ୍ର, ସାରୁ ସମେତ ଦେବାଦେବୀଙ୍କ ପାଇଁ ନାନାଦି ଭୋଗରାଗ। ନୂଆ ଲୁଗା ବି କିଣା ସରିଲାଣି। ତାସାଙ୍ଗକୁ ଉଛନ୍ନ ହେଲାଣି ପଶ୍ଚିମ ଓଡ଼ିଶାବାସୀଙ୍କ ମନ। ସେଥିପାଇଁ […]

nuakhai

nuakhai

Rakesh Mallick
  • Published: Friday, 25 August 2017
  • Updated: 26 August 2017, 07:16 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ପୀଠ, ମନ୍ଦିର, ଘର-ଦ୍ୱାର ସବୁଠି ସରିଛି ସଜବାଜ। ଜମିବ ଖିଆପିଆ, ନାଚଗୀତରେ ଦୁଲୁକିବ ଗାଁରୁ ସହର। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ଖାଲି ଅପେକ୍ଷା ନିର୍ଦ୍ଧାରଣ ହୋଇଥିବା ସେହି ଶୁଭ ମୂହୁର୍ତ୍ତକୁ। ହାଟବଜାରରୁ କିଣା ସରିଲାଣି ନୂଆଧାନ, କୁରେଇ ପତ୍ର, ସାରୁ ସମେତ ଦେବାଦେବୀଙ୍କ ପାଇଁ ନାନାଦି ଭୋଗରାଗ। ନୂଆ ଲୁଗା ବି କିଣା ସରିଲାଣି। ତାସାଙ୍ଗକୁ ଉଛନ୍ନ ହେଲାଣି ପଶ୍ଚିମ ଓଡ଼ିଶାବାସୀଙ୍କ ମନ। ସେଥିପାଇଁ ଯିଏ ଯେତିକି ଦୂରେ ଥିଲେ ମଧ୍ୟ ଘରକୁ ବାହୁଡିବାରେ ଲାଗିଛନ୍ତି। ରାଗରୁଷାକୁ ଭୂଲି ବର୍ଷକୁ ଥରେ ଆସୁଥିବା ଏହି ପର୍ବକୁ ପାଳିବା ପାଇଁ ଛୁଟି ଆସୁଛନ୍ତି ସମସ୍ତେ।
କାଲି ନିର୍ଦ୍ଧାରିତ ସମୟରେ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ସମସ୍ତେ ଏକାଠି ହୋଇ ପାଳିବେ ନୂଆଖାଇ। ଜମିବ ଭେଟଘାଟ ସହ ସାଂସ୍କୃତିକ ଆସର।
ନୂଆଖାଇ ପୂର୍ବରୁ ବଲାଙ୍ଗିରର ଭିନ୍ନ ପରମ୍ପରା ପାହୁର ଯାତ୍ରା, ପାରମ୍ପରିକ ରୀତିନୀତି ଅନୁଯାୟୀ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ପାଟଣେଶ୍ୱରୀ ଓ ସମଲେଶ୍ୱରୀ ମନ୍ଦିରକୁ ପହଞ୍ଚିଛି ପାହୁର। ନୂଆଧାନ ସହିତ ଚାଉଳ, ଡାଲି, ପନିପରିବା ଓ ନୂଆଲୁଗା ପହଞ୍ଚିଛି ମାଙ୍କ ପାଖରେ। ଆସନ୍ତାକାଲି ଏସବୁ ଲାଗି ହେବା ପରେ ଆରମ୍ଭ ହେବ ନୂଆଖାଇ ପର୍ବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story