ଆସନ୍ତାକାଲି ହେବ ଶ୍ରୀମନ୍ଦିର ଗର୍ଭଗୃହର ଅନୁଧ୍ୟାନ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିର ଗର୍ଭଗୃହର ଅନୁଧ୍ୟାନ କରାଯିବ। ଶ୍ରୀମନ୍ଦିର ଓ ପ୍ରତ୍ନତତ୍ତ୍ୱ ବିଭାଗ ବୈଷୟିକ କମିଟି ଏହି ଅନୁଧ୍ୟାନ କରିବେ।  ବୈଷୟିକ କୋର୍ କମିଟି ମୁଖ୍ୟ ଏନ୍.ସି. ପାଲ୍ ଏହି ସୂଚନା ଦେଇଛନ୍ତି। ଡାଇରେର ମନୁମେଣ୍ଟ ମଧ୍ୟ ଏହାର ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି। ଏଥିସହ ଗର୍ଭଗୃହ ନାଟ୍ୟ ମଣ୍ଡପର ମଧ୍ୟ ଅନୁଧ୍ୟାନ କରାଯିବ। କିଛିଦିନ ତଳେ ନାଟ ମଣ୍ଡପର ଦୁଃସ୍ଥିତି ନେଇ ଓଟିଭିକୁ କହିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଗଜପତିଙ୍କ ଆଶଙ୍କା ପରେ […]

puri

puri

Rakesh Mallick
  • Published: Monday, 26 June 2017
  • Updated: 26 June 2017, 07:52 PM IST

Sports

Latest News

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିର ଗର୍ଭଗୃହର ଅନୁଧ୍ୟାନ କରାଯିବ। ଶ୍ରୀମନ୍ଦିର ଓ ପ୍ରତ୍ନତତ୍ତ୍ୱ ବିଭାଗ ବୈଷୟିକ କମିଟି ଏହି ଅନୁଧ୍ୟାନ କରିବେ।  ବୈଷୟିକ କୋର୍ କମିଟି ମୁଖ୍ୟ ଏନ୍.ସି. ପାଲ୍ ଏହି ସୂଚନା ଦେଇଛନ୍ତି। ଡାଇରେର ମନୁମେଣ୍ଟ ମଧ୍ୟ ଏହାର ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି।

ଏଥିସହ ଗର୍ଭଗୃହ ନାଟ୍ୟ ମଣ୍ଡପର ମଧ୍ୟ ଅନୁଧ୍ୟାନ କରାଯିବ। କିଛିଦିନ ତଳେ ନାଟ ମଣ୍ଡପର ଦୁଃସ୍ଥିତି ନେଇ ଓଟିଭିକୁ କହିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଗଜପତିଙ୍କ ଆଶଙ୍କା ପରେ ନାଟ ମଣ୍ଡପର ଅନୁଧ୍ୟାନ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos