ଆସନ୍ତାକାଲି ଓଡ଼ିଶା ଆସିବ ବିଶାଖାପାଟଣା ପୋଲିସ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବିଶାଖାପାଟଣାର ଚୈତନ୍ୟ କଲେଜରେ ରାଗିଂରେ ଓଡିଆ ଛାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବା ପାଇଁ ବିଶାଖାପାଟଣା ପୋଲିସ ଓଡ଼ିଶା ଆସିବ। ପିଏମ୍ ପାଲେମ୍ ଥାନା ଆଇଆଇସିଙ୍କ ନେତୃତ୍ୱରେ ଏହି ୪ ଜଣିଆ ଟିମ୍‌ ଆସନ୍ତାକାଲି ଆସିବ। ଏହି ଟିମ୍ ପ୍ରଥମେ ମୃତ ଛାତ୍ର ଶ୍ରେୟସଙ୍କ ପରିବାର ଲୋକଙ୍କୁ ଭେଟିବ। ପରେ ପର୍ଯ୍ୟାୟକ୍ରମେ ଶ୍ରେୟସ ଚିକିତ୍ସିତ ହେଉଥିବା ରାଉରକେଲା ଓ ଭୁବନେଶ୍ୱରରେ ହସ୍ପିଟାଲ ଯାଇ ଛାନଭିନ୍ କରିବ। ବିଶାଖାପାଟଣାରେ ସମ୍ବଲପୁର ଗଡ଼ପୋଷର ଛାତ୍ର ଶ୍ରେୟସଙ୍କ […]

tomorrow visakapatana police comes odisha

Rakesh Mallick
  • Published: Wednesday, 10 January 2018
  • Updated: 10 January 2018, 10:59 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବିଶାଖାପାଟଣାର ଚୈତନ୍ୟ କଲେଜରେ ରାଗିଂରେ ଓଡିଆ ଛାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବା ପାଇଁ ବିଶାଖାପାଟଣା ପୋଲିସ ଓଡ଼ିଶା ଆସିବ। ପିଏମ୍ ପାଲେମ୍ ଥାନା ଆଇଆଇସିଙ୍କ ନେତୃତ୍ୱରେ ଏହି ୪ ଜଣିଆ ଟିମ୍‌ ଆସନ୍ତାକାଲି ଆସିବ। ଏହି ଟିମ୍ ପ୍ରଥମେ ମୃତ ଛାତ୍ର ଶ୍ରେୟସଙ୍କ ପରିବାର ଲୋକଙ୍କୁ ଭେଟିବ। ପରେ ପର୍ଯ୍ୟାୟକ୍ରମେ ଶ୍ରେୟସ ଚିକିତ୍ସିତ ହେଉଥିବା ରାଉରକେଲା ଓ ଭୁବନେଶ୍ୱରରେ ହସ୍ପିଟାଲ ଯାଇ ଛାନଭିନ୍ କରିବ।

ବିଶାଖାପାଟଣାରେ ସମ୍ବଲପୁର ଗଡ଼ପୋଷର ଛାତ୍ର ଶ୍ରେୟସଙ୍କ ରାଗିଂ ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗ କରିଥିଲେ ପରିବାର ଲୋକେ। ବିଶାଖାପାଟଣା ଚୈତନ୍ୟ ସ୍କୁଲରେ ଏକାଦଶ ଶ୍ରେଣୀରେ ପଢ଼ୁଥିଲେ ଶ୍ରେୟସ। ଅନ୍ୟପଟେ ଓଡ଼ିଶା ପୋଲିସର ଏକ ଟିମ ବିଶାଖାପାଟଣା ଯାଇ ତଦନ୍ତ ଚଳାଇଛି। ପୋଲିସ ଶ୍ରେୟସଙ୍କ ସହପାଠୀଙ୍କୁ ମଧ୍ୟ ପଚରାଉଚରା କରିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story