ଜାଲରେ ପଡ଼ିଲେ ଟନ୍ ଟନ୍‌ ଇଲିସି, ଦର ଆକାଶ ଛୁଆଁ

ଚାନ୍ଦବାଲି(ଓଡ଼ିଶା ରିପୋର୍ଟର): ଭଦ୍ରକ ଧାମରାରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛନ୍ତି ଟନ୍ ଟନ୍ ଇଲିସି। ହେଲେ ଭାଉ ହାତ ମାରି ହେଉନି। କାରଣ କିଲୋ ପିଛା ଦର ୧୫ ଶହରୁ ୨ହଜାର। ଗତ ବର୍ଷ ମାନଙ୍କରେ ଇଲିସି ଏତେଟା ଦେଖାଦେଇନଥିଲା। ଏଥର କିଛି ଦିନ ହେବ ଲଗାଣ ବର୍ଷା ଆଉ ପୂବେଇ ପବନ ଯୋଗୁ ଧାମରା ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ ଜାଲରେ ଗତ ୩ଦିନ ହେଲାଣି ଟନ୍ ଟନ୍ ଇଲିସି ମାଛ ପଡୁଛି। ହେଲେ ଛୋଟ ଇଲିସି ଏତେଟା ଦେଖାଯାଉନଥିବା […]

elish

elish

Tapaswini Nayak
  • Published: Saturday, 16 July 2022
  • Updated: 16 July 2022, 11:47 AM IST

Sports

Latest News

ଚାନ୍ଦବାଲି(ଓଡ଼ିଶା ରିପୋର୍ଟର): ଭଦ୍ରକ ଧାମରାରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛନ୍ତି ଟନ୍ ଟନ୍ ଇଲିସି। ହେଲେ ଭାଉ ହାତ ମାରି ହେଉନି। କାରଣ କିଲୋ ପିଛା ଦର ୧୫ ଶହରୁ ୨ହଜାର। ଗତ ବର୍ଷ ମାନଙ୍କରେ ଇଲିସି ଏତେଟା ଦେଖାଦେଇନଥିଲା। ଏଥର କିଛି ଦିନ ହେବ ଲଗାଣ ବର୍ଷା ଆଉ ପୂବେଇ ପବନ ଯୋଗୁ ଧାମରା ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ ଜାଲରେ ଗତ ୩ଦିନ ହେଲାଣି ଟନ୍ ଟନ୍ ଇଲିସି ମାଛ ପଡୁଛି। ହେଲେ ଛୋଟ ଇଲିସି ଏତେଟା ଦେଖାଯାଉନଥିବା ବେଳେ ବଡ଼ ଇଲିସି ଗୁଡିକ ଜାଲରେ ପଡୁଛି।

ବଡ଼ ଇଲିସିର ଚାହିଦା ଥିବାରୁ ଏହା ଦର ଆକାଶ ଛୁଆଁ ରହିଛି। କିଲୋରୁ ଦେଢ଼ କିଲୋ ଓଜନର ଇଲିସି ଗୁଡିକ ୧୫ଶହ ରୁ ୨ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ କିଲୋରୁ ତଳକୁ ଓଜନର ଇଲିସି ୧୨ଶହ ଓ ୫ଶହ, ୬ଶହ ଓଜନର ଇଲିସି ୬ଶହ ଟଙ୍କାରେ ବିକ୍ରି ହେଉଛି। ହେଲେ ଆକାଶ ଛୁଆଁ ଦର ଯୋଗୁ ଗ୍ରାହକ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି।

ସ୍ଥାନୀୟ ବ୍ୟବସାୟୀ ମାନେ ଇଲିସିକୁ କଲିକତା, ଖଡ଼ଗପୁରଓ  ମେଛଦା ଆଦି ଅଞ୍ଚଳକୁ ପଠାଇଥାନ୍ତି। ପୂବେଇ ପବନ ଯୋଗୁ ସମୁଦ୍ରରେ ଇଲିସି ମିଠା ପାଣିକୁ ଉଠିଥାନ୍ତି। ଆଉ ଜାଲରେ ପଡ଼ନ୍ତି ବୋଲି ମତ୍ସ୍ୟଜୀବୀ କହିଛନ୍ତି। ଆଗାମୀ ଦିନରେ ଯଦି ଏମିତି ପାଗ ରୁହେ, ତେବେ ଆହୁରି ଅଧିକ ଇଲିସି ଜାଲରେ  ପଡ଼ିବେ। ଆଉ ରେଟ ଟିକେ ମଧ୍ୟ ଶସ୍ତା ହେବ ବୋଲି ଆଶା କରିଛନ୍ତି ମତ୍ସ୍ୟଜୀବୀ। .

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story