ନାମୀଦାମୀ ସାମ୍ବାଦିକଙ୍କ ନଜରରେ ବୈଜୟନ୍ତ: ଟ୍ୱିଟରରେ କରୁଛନ୍ତି ଫଲୋ

ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଦଳୀୟ ସାଂସଦ ବୈଜୟନ୍ତ ପଣ୍ଡା। ତାଙ୍କର ଏହି ନିଲମ୍ବିତ ଖବର ପ୍ରକାଶ ପାଇବା ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିରେ ବୈଜୟନ୍ତ ଦୁଃଖ ପ୍ରକାଶ କରିଥିବା ବେଳେ ତାଙ୍କ ସପକ୍ଷରେ ଆସି ବିଜେପି ନେତା ଏହାକୁ ବିଜେଡିର ନୀଚ୍ଚ ମାନସିକତା କହିଛନ୍ତି। ନେତାଠୁ ଆରମ୍ଭ କରି ସାଧାରଣ ଲୋକ କେହି ବି ଏ ନିଷ୍ପତ୍ତିକୁ ଗ୍ରହଣ କରିପାରୁନାହାଁନ୍ତି। ଏକ ହୀନ ରାଜନୈତିକ ନିଷ୍ପତ୍ତି ନିଆଯାଇଥିବାର ଚର୍ଚ୍ଚା ହେଉଛି। ତାଙ୍କ ନିଲମ୍ବିତ ପଛରେ […]

baijanta final

baijanta final

Rakesh Mallick
  • Published: Thursday, 25 January 2018
  • Updated: 25 January 2018, 04:21 PM IST

Sports

Latest News

ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଦଳୀୟ ସାଂସଦ ବୈଜୟନ୍ତ ପଣ୍ଡା। ତାଙ୍କର ଏହି ନିଲମ୍ବିତ ଖବର ପ୍ରକାଶ ପାଇବା ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିରେ ବୈଜୟନ୍ତ ଦୁଃଖ ପ୍ରକାଶ କରିଥିବା ବେଳେ ତାଙ୍କ ସପକ୍ଷରେ ଆସି ବିଜେପି ନେତା ଏହାକୁ ବିଜେଡିର ନୀଚ୍ଚ ମାନସିକତା କହିଛନ୍ତି। ନେତାଠୁ ଆରମ୍ଭ କରି ସାଧାରଣ ଲୋକ କେହି ବି ଏ ନିଷ୍ପତ୍ତିକୁ ଗ୍ରହଣ କରିପାରୁନାହାଁନ୍ତି। ଏକ ହୀନ ରାଜନୈତିକ ନିଷ୍ପତ୍ତି ନିଆଯାଇଥିବାର ଚର୍ଚ୍ଚା ହେଉଛି। ତାଙ୍କ ନିଲମ୍ବିତ ପଛରେ ଏକାଧିକ କାରଣ ଦର୍ଶାଯାଉଥିବା ବେଳେ କୁନ୍ଦୁଲି ମାମଲାରେ ତେଜିଥିବା ରାଜନୈତିକ ତାତିକୁ ଥମାଇବା ପାଇଁ ଏବଂ ଲୋକଙ୍କ ଦୃଷ୍ଟି ଭଙ୍ଗ କିରିବା ପାଇଁ ମୁଖ୍ୟମନ୍ତ୍ରୀ ଏମିତି ନିଷ୍ପତ୍ତି ନେଇଛନ୍ତି ବୋଲି କିଛି ନେତା କହିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ବୈଜୟନ୍ତ ଟ୍ୱିଟ କରି ଜଣାଇବା ପରେ ଟ୍ୱିଟରରେ ତାଙ୍କ ଫଲୋର୍ସ ସଂଖ୍ୟା ବଢିଯାଇଛନ୍ତି। ନବୀନ ଓ ବୈଜୟନ୍ତଙ୍କ ମଧ୍ୟରେ ବଢୁଥିବା ରାଜନୈତିକ ବିବାଦ ଆଗାମୀ ଭବିଷ୍ୟତରେ କି ମୋଡ ନେବ ତାକୁ ଜାଣିବା ପାଇଁ ଏବେ ସମସ୍ତେ ଇଚ୍ଛୁକ। ସେଥିରୁ ବାଦ ପଡିନାହାଁନ୍ତି ଦେଶର କିଛି ଆଗଧାଡିର ସାମ୍ବାଦିକ। ବୈଜୟନ୍ତଙ୍କ ଆଗାମୀ ରାଜନୈତିକ ନିଷ୍ପତ୍ତି କଣ ହେବ ସେଥିପାଇଁ ସେମାନେ ମଧ୍ୟ ଅପେକ୍ଷା କରିଛନ୍ତି। ତେଣୁ ସେମାନେ ଟ୍ୱିଟରରେ ବୈଜୟନ୍ତଙ୍କୁ ଫଲୋ କରିବା ଆରମ୍ଭ କରିଛନ୍ତି। ଆସନ୍ତୁ ଜଣିବା ଏହି ଜଣାଶୁଣା ସାମ୍ବାଦିକମାନଙ୍କ ଭିତରେ କେଉଁମାନେ ଅଛନ୍ତି।

୧)ଶେଖର ଗୁପ୍ତା

'ଦ-ପ୍ରିଣ୍ଟ'(ୱେବ ମିଡିଆ)ର ପ୍ରତିଷ୍ଠାତା ଶେଖର ବୈଜୟନ୍ତଙ୍କୁ ଟ୍ୱିଟରରେ ଫଲୋ କରିବା ଆରମ୍ଭ କରିଛନ୍ତି।

୨)ଗୌରବ ସି ସାୱନ୍ତ

'ଇଣ୍ଡାଆ ଟୁଡେ'ର ଏଡିଟର ଗୌରବ ମଧ୍ୟ ବୈଜୟନ୍ତଙ୍କ ଆଗାମୀ ରାଜନୈତିକ ମୋଡକୁ ଜାଣିବା ପାଇଁ ତାଙ୍କୁ ଫଲୋ କରିବା ଆରମ୍ଭ କରିଛନ୍ତି।

୩)ରାହୁଲ କନୱାଲ

'ଇଣ୍ଡାଆ ଟୁଡେ'ର ମ୍ୟାନେଜଂ ଏଡିଟର ରାହୁଲ ମଧ୍ୟ ବୈଜୟନ୍ତଙ୍କୁ ଫଲୋ କରୁଛନ୍ତି।

୪)ସାଗରିକା ଘୋଷ

'ଟାଇମିସ୍‌ ଅଫ ଇଣ୍ଡାଆ'ର ଜଣେ ଏଡିଟର ତଥା ଆଗଧାଡିର ସାମ୍ବାଦିକା ସାଗରିକା ମଧ୍ୟ ନିକଟରେ ବୈଜୟନ୍ତଙ୍କୁ ଟ୍ୱିଟରରେ ଫଲୋ କରିବା ଆରମ୍ଭ କରିଛନ୍ତି।

୫)ରାଜଦୀପ ସରଦେଶା

'ଇଣ୍ଡିଆ ଟୁଡେ'ର ଏଡିଟର ରାଜଦୀପ ମଧ୍ୟ ବୈଜୟନ୍ତଙ୍କୁ ଟ୍ୱିଟରରେ ଫଲୋ କରିବା ଆରମ୍ଭ କରିଛନ୍ତି।

୬)ବରଖା ଦତ୍ତ

'ଏନ୍‌ଡିଟିଭି'ରେ ରିପୋର୍ଟର ଥିବା ବରଖା  ଜଣେ ଜଣାଶୁଣା ସାମ୍ବାଦିକା। ସେ ମଧ୍ୟ ବୈଜୟନ୍ତଙ୍କୁ ଟ୍ୱିଟରରେ ଫଲୋ କରିବା ଆରମ୍ଭ କରିଛନ୍ତି।

୭)ଅଞ୍ଜନା ଓମ୍‌ କଷ୍ୟପ

'ଆଜ୍‌ ତକ'ର ଉପସ୍ଥାପିକା ଅଞ୍ଜନା ମଧ୍ୟ ବୈଜୟନ୍ତଙ୍କୁ ଟ୍ୱିଟରରେ ଫଲୋ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story