ହୃଦଘାତରେ ଟପ୍‌ ନକ୍ସଲ ନେତା ରମନ୍ନା ମୃତ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜଙ୍ଗଲରେ ଟପ୍‌ ନକ୍ସଲ ନେତା ରମନ୍ନାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହୃଦଘାତରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରମନ୍ନାର ମୃତ୍ୟୁ ନେଇ ପୁଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ତେବେ ଗତ କିଛି ଦିନ ଧରି ରମନ୍ନା ଅସୁସ୍ଥ ଥିଲେ ବୋଲି ସୂଚନା ମିଳିଥିଲା। ରମନ୍ନା ଦୀର୍ଘ ବର୍ଷ ହେବ ନକ୍ସଲ ସଂଗଠନରେ ସକ୍ରିୟ ଥିଲା। ଏହାସହ ଦଣ୍ଡକାରଣ୍ୟ ଜୋନାଲ କମିଟିର ସଚିବ ଥିଲା। ସେ […]

mao000

mao000

Tapaswini Nayak
  • Published: Monday, 09 December 2019
  • Updated: 09 December 2019, 12:49 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜଙ୍ଗଲରେ ଟପ୍‌ ନକ୍ସଲ ନେତା ରମନ୍ନାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହୃଦଘାତରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରମନ୍ନାର ମୃତ୍ୟୁ ନେଇ ପୁଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ତେବେ ଗତ କିଛି ଦିନ ଧରି ରମନ୍ନା ଅସୁସ୍ଥ ଥିଲେ ବୋଲି ସୂଚନା ମିଳିଥିଲା।

ରମନ୍ନା ଦୀର୍ଘ ବର୍ଷ ହେବ ନକ୍ସଲ ସଂଗଠନରେ ସକ୍ରିୟ ଥିଲା। ଏହାସହ ଦଣ୍ଡକାରଣ୍ୟ ଜୋନାଲ କମିଟିର ସଚିବ ଥିଲା। ସେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଅନେକ ବଡ଼ ବଡ଼ ହିଂସାକାଣ୍ଡରେ ସାମିଲ ଥିଲା। ତାକୁ ଧରିବାକୁ ସରକାରଙ୍କ ତରଫରୁ ଦୁଇ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story