ଜେଲ୍‌ରେ ଅକଥନୀୟ ନିର୍ଯାତନାକୁ ମିଳୁଛି ନିମ୍ନମାନର ଖାଦ୍ୟ, ଭିଡିଓ ଭାଇରାଲ

ସୋର (ନିରଞ୍ଜନ ବେହେରା): ଜେଲ୍ ଭିତରେ କଏଦୀମାନଙ୍କୁ  ଅକଥନୀୟ ନିର୍ଯାତନା ସାଙ୍ଗକୁ ମିଳୁଛି ନିମ୍ନମାନର ଖାଦ୍ୟ। ଏପରିକି ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ସଂଗୀନ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ସବ୍‌ ଜେଲରୁ। ଜେଲ୍ ଭିତରେ ଭିଡିଓ କରି ଜଣେ କଏଦୀ ଏହି ଘଟଣାକୁ ସୋଶାଲ ମିଡିଆରେ ଭାଇରାଲ କରିଛନ୍ତି। ଭିଡ଼ିଓରେ ଦେହରେ ଥିବା ମାଡ଼ ଚିହ୍ନ ଦେଖାଇବା ସହ କେମିତି ନିମ୍ନମାନର ଖାଦ୍ୟ ଦିଆଯାଉଛି ତାହା ବଖାଣିଛନ୍ତି କଏଦୀ ଜଣକ।  କିଛିଦିନ ପୂର୍ବରୁ […]

jail

jail

Tapaswini Nayak
  • Published: Friday, 03 September 2021
  • Updated: 03 September 2021, 10:01 AM IST

Sports

Latest News

ସୋର (ନିରଞ୍ଜନ ବେହେରା): ଜେଲ୍ ଭିତରେ କଏଦୀମାନଙ୍କୁ  ଅକଥନୀୟ ନିର୍ଯାତନା ସାଙ୍ଗକୁ ମିଳୁଛି ନିମ୍ନମାନର ଖାଦ୍ୟ। ଏପରିକି ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ସଂଗୀନ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ସବ୍‌ ଜେଲରୁ। ଜେଲ୍ ଭିତରେ ଭିଡିଓ କରି ଜଣେ କଏଦୀ ଏହି ଘଟଣାକୁ ସୋଶାଲ ମିଡିଆରେ ଭାଇରାଲ କରିଛନ୍ତି।

ଭିଡ଼ିଓରେ ଦେହରେ ଥିବା ମାଡ଼ ଚିହ୍ନ ଦେଖାଇବା ସହ କେମିତି ନିମ୍ନମାନର ଖାଦ୍ୟ ଦିଆଯାଉଛି ତାହା ବଖାଣିଛନ୍ତି କଏଦୀ ଜଣକ।  କିଛିଦିନ ପୂର୍ବରୁ ଏହି ଜେଲ୍‌ରେ ଜଣେ କଏଦୀଙ୍କର ମୃତ୍ୟୁ ଘଟିଥିଲା।ସଂପୃକ୍ତ କଏଦୀଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଭାଇରାଲ୍ ଭିଡିଓରେ ଅଭିଯୋଗ କରାଯାଇଛି।  ତେବେ ସମସ୍ତ ଅଭିଯୋଗକୁ ସୋର ସବଜେଲ ଜେଲର  ପ୍ରିୟମ୍ବଦା ପଣ୍ଡା ଖଣ୍ଡନ କରିଛନ୍ତି।

ସେ କହିଛନ୍ତି,“  ସରକାରୀ ନିୟମ ଅନୁସାରେ ଜେଲରେ କଏଦୀମାନଙ୍କୁ ଖାଇବାକୁ ଠିକ୍ ଭାବରେ ଦିଆଯାଉଛି। ଜେଲ ଭିତରକୁ ମୋବାଇଲ ଫୋନ ଯାଉନାହିଁ।  କେହି  ଜେଲ ବାହାରେ ଭିଡିଓ କରି ଭାଇରାଲ କରିଥିବ।  କିଛି ଦିନ ତଳେ  ଜଣେ କଏଦୀ ଜେଲରେ ଆତ୍ମହତ୍ୟା କରିଥିଲେ। ଏନେଇ ପୁଲିସ  ତଦନ୍ତ ହୋଇଥିଲା।  ତାଙ୍କୁ ହତ୍ୟା କରାଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story