ମଧ୍ୟାହ୍ନଭୋଜନରେ ଚିକେନ୍‌-ଭାତ ଖାଇଲେ ମନ୍ତ୍ରୀ

ରାୟଗଡ଼ା(ଓଡ଼ିଶା ରିପୋର୍ଟର):କିଛି ଦିନ ପୂର୍ବରୁ ସୁନ୍ଦରଗଡ଼ର ଜଣେ ବିଇଓ ମଧ୍ୟାହ୍ନ ଭୋଜନରେ ଚିକେନ୍‌ ଭାତ ଖାଇ ଚର୍ଚ୍ଚାକୁ ଆସିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଚାକରିରୁ ନିଲମ୍ବନ କରାଯାଇଥିଲା। ଏହି ଘଟଣାଟି ସମଗ୍ର ରାଜ୍ୟରେ ବେଶ ଆଲୋଚ୍ୟର ବିଷୟ ହୋଇଥିଲା। ଏବେ ଅବଶ୍ୟ ସେମିତି ଏକ ଚିତ୍ର ଆସିଛି। ହେଲେ ସେଥିରେ କୌଣସି ବ୍ୟତିକ୍ରମ ହୋଇନଥିବା କୁହାଯାଉଛି। ଆଜି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ରାୟଗଡ଼ା ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ଅଚାନକ ଆଦର୍ଶ ମଡେଲ ସ୍କୁଲରେ […]

jyoti

jyoti

Tapas Behera
  • Published: Wednesday, 23 October 2019
  • Updated: 23 October 2019, 11:07 PM IST

Sports

Latest News

ରାୟଗଡ଼ା(ଓଡ଼ିଶା ରିପୋର୍ଟର):କିଛି ଦିନ ପୂର୍ବରୁ ସୁନ୍ଦରଗଡ଼ର ଜଣେ ବିଇଓ ମଧ୍ୟାହ୍ନ ଭୋଜନରେ ଚିକେନ୍‌ ଭାତ ଖାଇ ଚର୍ଚ୍ଚାକୁ ଆସିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଚାକରିରୁ ନିଲମ୍ବନ କରାଯାଇଥିଲା। ଏହି ଘଟଣାଟି ସମଗ୍ର ରାଜ୍ୟରେ ବେଶ ଆଲୋଚ୍ୟର ବିଷୟ ହୋଇଥିଲା। ଏବେ ଅବଶ୍ୟ ସେମିତି ଏକ ଚିତ୍ର ଆସିଛି। ହେଲେ ସେଥିରେ କୌଣସି ବ୍ୟତିକ୍ରମ ହୋଇନଥିବା କୁହାଯାଉଛି।

ଆଜି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ରାୟଗଡ଼ା ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ଅଚାନକ ଆଦର୍ଶ ମଡେଲ ସ୍କୁଲରେ ପିଲାଙ୍କ ସହ ମିଶି  ମଧ୍ୟାହ୍ନ ଭୋଜନ ଖାଇଛନ୍ତି। ଆଜି ବୁଧବାର ଚିକେନ୍‌ ପାଳି ଥିଲା। ମନ୍ତ୍ରୀଙ୍କ ସହ ମିଶି ପିଲାମାନେ ଚିକେନ୍‌ ଭାତ ଖାଇତିଲେ। ତେବେ ୪୪ ଜଣ ପିଲା ନିରାମିଷାଶୀ ହୋଇଥିବାରୁ ସେମାନଙ୍କ ପାଇଁ ପନିର ହୋଇଥିଲା। ସେମାନେ ମଧ୍ୟ ଡାଇନିଂ ଟେବୁଲରେ ବସି ଖାଇଥିଲେ।

ସୂଚନା ଅନୁଯାୟୀ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ସ୍କୁଲ, ସେବାଶ୍ରମ, ଅନାଥ ଆଶ୍ରମ, ଆହାର କେନ୍ଦ୍ର ଏବଂ ହସ୍ପିଟାଲରେ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କାରିବାକୁ ସମସ୍ତ ମନ୍ତ୍ରୀ ଓ ବରିଷ୍ଟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବାର ଦିନକ ପରେ ଆଜି ଆକ୍ସନ ମୁଡରେ ଆସିଥିଲେ ମନ୍ତ୍ରୀ। ଆଜି ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଦିନିକିଆ ରାୟଗଡ଼ାଗସ୍ତରେ ବିଭିନ୍ନ ସ୍କୁଲର ସମୀକ୍ଷା କରିଥିଲେ। ତେବେ ମନ୍ତ୍ରୀ ମହାଶୟ ମଧ୍ୟାହ୍ନଭୋଜନ ମାନ ପରୀକ୍ଷା ପାଇଁ ଏକଲବ୍ୟ ମଡେଲ ସ୍କୁଲ ବଦଳରେ ଏକ ସାଧାରଣ ସ୍କୁଲକୁ ଚୟନ କରିଥିଲେ ଭଲ ହୋଇଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story