ପର୍ଯ୍ୟଟକଙ୍କୁ ବି ଛାଡ଼ିଲେଣି ଗୋଚାଲାଣକାରୀ, ଥାନାରେ ମାଡ଼ ଅଭିଯୋଗ

ରାୟଗଡ଼ା: ରାୟଗଡ଼ାରେ ଗୋଚାଲାଣକାରୀଙ୍କ ମାଡ଼ରେ ପର୍ଯ୍ୟଟକ ଗୁରୁତର।  ଅଭିଯୋଗ ଅନୁସାରେ ଆକ୍ରମଣର ଶିକାର ହୋଇଥିବା ଆନ୍ଧ୍ରପ୍ରଦେଶର କେ.ଭି କାନନଙ୍କ ସମେତ ୭ ଜଣ ପର୍ଯ୍ୟଟକ ରାୟଗଡ଼ା ବୁଲି ଆସିଥିଲେ।  ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ମଧ୍ୟ ଥିଲେ। ପୁଟୁପଦର ଗାଁ ନିକଟରେ ଗୋଚାଲାଣକାରୀମାନେ ପ୍ରାୟ ୫୦୦ ଗୋରୁଙ୍କୁ ରାସ୍ତାରେ ଚଲାଇ ଚଲାଇ ନେଉଥିଲେ।  ଏହି ସମୟରେ ଗୋଚାଲାଣକାରୀମାନେ ଗୋରୁଙ୍କୁ ବାନ୍ଧି ମାଡ଼ ମାରୁଥିବା ଦେଖି ପର୍ଯ୍ୟଟକମାନେ ସେମାନଙ୍କୁ ବିରୋଧ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି […]

cattle

cattle

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 12:52 PM IST

ରାୟଗଡ଼ା: ରାୟଗଡ଼ାରେ ଗୋଚାଲାଣକାରୀଙ୍କ ମାଡ଼ରେ ପର୍ଯ୍ୟଟକ ଗୁରୁତର।  ଅଭିଯୋଗ ଅନୁସାରେ ଆକ୍ରମଣର ଶିକାର ହୋଇଥିବା ଆନ୍ଧ୍ରପ୍ରଦେଶର କେ.ଭି କାନନଙ୍କ ସମେତ ୭ ଜଣ ପର୍ଯ୍ୟଟକ ରାୟଗଡ଼ା ବୁଲି ଆସିଥିଲେ।  ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ମଧ୍ୟ ଥିଲେ। ପୁଟୁପଦର ଗାଁ ନିକଟରେ ଗୋଚାଲାଣକାରୀମାନେ ପ୍ରାୟ ୫୦୦ ଗୋରୁଙ୍କୁ ରାସ୍ତାରେ ଚଲାଇ ଚଲାଇ ନେଉଥିଲେ।  ଏହି ସମୟରେ ଗୋଚାଲାଣକାରୀମାନେ ଗୋରୁଙ୍କୁ ବାନ୍ଧି ମାଡ଼ ମାରୁଥିବା ଦେଖି ପର୍ଯ୍ୟଟକମାନେ ସେମାନଙ୍କୁ ବିରୋଧ କରିଥିଲେ।

ଏହି ଘଟଣାକୁ କେନ୍ଦ୍ର କରି ୨୦ରୁ ୨୫ ଜଣ ଗୋଚାଲାଣକାରୀ ପର୍ଯ୍ୟଟକଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ସହ ମହିଳାମାନଙ୍କୁ ମଧ୍ୟ ଦୁର୍ବ୍ୟହାର କରିଥିବା ଅଭିଯୋଗ ହୋଇଛି।  ଜଣଙ୍କ ମୁଣ୍ଡ ଓ ଦେହରେ ଭୀଷଣ ଆଘାତ ଲାଗିଛି।  ଘଟଣା ସମ୍ପର୍କରେ ଫୋନ କରି ପୋଲିସ ଅଧିକାରୀଙ୍କୁ ପର୍ଯ୍ୟଟକମାନେ ଜଣାଇଥିଲେ ମଧ୍ୟ କେହି ସାହାଯ୍ୟ ପାଇଁ ଆସି ନ ଥିଲେ। ଏନେଇ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story