ଜଳିଗଲା ଛଣ ବୋଝେଇ ଟ୍ରାକ୍ଟର

ଭଦ୍ରକ (ପାର୍ଥ ସାରଥୀ ନାୟକ): ବିଦ୍ୟୁତ୍ ତାର ଲାଗି ଜଳିଗଲା ଛଣ ବୋଝେଇ ଟ୍ରାକ୍ଟର । ଅଳ୍ପକେ ବର୍ତ୍ତିଗଲେ ଟ୍ରାକ୍ଟର ଡ୍ରାଇଭର । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ଗାଁରେ । ଆଜି ନପଙ୍ଗ ଗାଁରୁ ଏକ ଟ୍ରାକ୍ଟର ଛଣ ବୋଝେଇ କରି ଯାଉଥିବା ବେଳେ ଉପରେ ଝୁଲୁଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ବିଦ୍ୟୁତ୍ ତାର ଲାଗି ଟ୍ରାକ୍ଟର ଥିବା ଛଣ ଗୁଡ଼ିକ ଜଳିଯାଇଥିଲା। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି […]

fire00

fire00

Tapaswini Nayak
  • Published: Wednesday, 15 January 2020
  • Updated: 15 January 2020, 02:44 PM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ବିଦ୍ୟୁତ୍ ତାର ଲାଗି ଜଳିଗଲା ଛଣ ବୋଝେଇ ଟ୍ରାକ୍ଟର । ଅଳ୍ପକେ ବର୍ତ୍ତିଗଲେ ଟ୍ରାକ୍ଟର ଡ୍ରାଇଭର । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ଗାଁରେ ।

ଆଜି ନପଙ୍ଗ ଗାଁରୁ ଏକ ଟ୍ରାକ୍ଟର ଛଣ ବୋଝେଇ କରି ଯାଉଥିବା ବେଳେ ଉପରେ ଝୁଲୁଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ବିଦ୍ୟୁତ୍ ତାର ଲାଗି ଟ୍ରାକ୍ଟର ଥିବା ଛଣ ଗୁଡ଼ିକ ଜଳିଯାଇଥିଲା। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗି ଯାଇଥିବା ଦେଖି ଟ୍ରାକ୍ଟର ଡ୍ରାଇଭର ଗାଡିରୁ ଡେଇଁ ପଳାଇ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos