ବିଚ୍‌ ରାସ୍ତାରେ ଟ୍ରାଫିକ୍‌ କନ୍‌ଷ୍ଟେବଳଙ୍କୁ ବେଲ୍ଟରେ ପିଟିଲେ; ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଚ୍ ରାସ୍ତାରେ କାର୍ଯ୍ୟରତ ଜଣେ ଟ୍ରାଫିକ କନ୍‌ଷ୍ଟେବଳଙ୍କୁ ମାଡ଼। ସାଧାରଣ କଥାକୁ କେନ୍ଦ୍ରକରି ସର୍ବସାଧାରଣରେ ଟ୍ରାଫିକ କନ୍‌ଷ୍ଟେବଳଙ୍କୁ ବେଲ୍ଟରେ ପିଟିଲେ ଜଣେ ବ୍ୟକ୍ତି। ଆଜି ଏପରି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ରବି ଟକିଜ ଛକରେ। ମାଡ଼ ସମୟରେ ସମସ୍ତ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଭିଡ଼ିଓରେ ଦେଖନ୍ତୁ, କେମିତି ସର୍ବ ସମ୍ମୁଖରେ ଜଣେ ବ୍ୟକ୍ତି କାର୍ଯ୍ୟରତ କନ୍‌ଷ୍ଟେବଳଙ୍କୁ ବେଲ୍ଟରେ ମାଡ଼ ମାରାଯାଉଛି। ମାତ୍ର କେହି ହେଲେ ପ୍ରତିବାଦ କରୁନାହାନ୍ତି। ଆଜି ଦିନ […]

a young man bit traffic constable in bbsr

Rakesh Mallick
  • Published: Saturday, 21 April 2018
  • Updated: 21 April 2018, 08:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଚ୍ ରାସ୍ତାରେ କାର୍ଯ୍ୟରତ ଜଣେ ଟ୍ରାଫିକ କନ୍‌ଷ୍ଟେବଳଙ୍କୁ ମାଡ଼। ସାଧାରଣ କଥାକୁ କେନ୍ଦ୍ରକରି ସର୍ବସାଧାରଣରେ ଟ୍ରାଫିକ କନ୍‌ଷ୍ଟେବଳଙ୍କୁ ବେଲ୍ଟରେ ପିଟିଲେ ଜଣେ ବ୍ୟକ୍ତି। ଆଜି ଏପରି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ରବି ଟକିଜ ଛକରେ। ମାଡ଼ ସମୟରେ ସମସ୍ତ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଭିଡ଼ିଓରେ ଦେଖନ୍ତୁ, କେମିତି ସର୍ବ ସମ୍ମୁଖରେ ଜଣେ ବ୍ୟକ୍ତି କାର୍ଯ୍ୟରତ କନ୍‌ଷ୍ଟେବଳଙ୍କୁ ବେଲ୍ଟରେ ମାଡ଼ ମାରାଯାଉଛି। ମାତ୍ର କେହି ହେଲେ ପ୍ରତିବାଦ କରୁନାହାନ୍ତି।

ଆଜି ଦିନ ପାଖାପାଖି ସାଢ଼େ ୧୦ଟା। ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତ ବହୁଳ ରବି ଟକିଜ ଛକ। କୌଣସି କଥାକୁ ନେଇ ଟ୍ରାଫିକ୍‌ କନଷ୍ଟେବଳ ଓ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ। ପରେ ସମ୍ପୃକ୍ତି ବ୍ୟକ୍ତି ଜଣକ ତାଙ୍କର କିଛି ସହଯୋଗୀଙ୍କୁ ଘଟଣାସ୍ଥଳକୁ ଡାକିଥିଲେ। ତା’ପରେ କଥା ଉଗ୍ରରୂପ ଧାରଣ କରିଥିଲା। ସବୁ ହିତାହିତ ଜ୍ଞାନ ଭୁଲି ବିଚ୍‌ ରାସ୍ତାରେ ସମସ୍ତଙ୍କ ସମ୍ମୁଖରେ କାର୍ଯ୍ୟରତ କନଷ୍ଟେବଳଙ୍କୁ ମାଡ଼ ମାରିଥିଲେ। ପରେ ନିଜେ ପିନ୍ଧିଥିବା ବେଲ୍‌ଟ୍‌ କାଢ଼ି କନ୍‌ଷ୍ଟେବଳଙ୍କୁ ନିର୍ଦ୍ଧୁମ ପିଟିଥିଲେ। ଏ ସବୁ ଦୃଶ୍ୟ ସମସ୍ତେ ଉପଭୋଗ କରୁଥିଲେ। ମାତ୍ର କେହି ଜଣେ ହେଲେ ପ୍ରତିବାଦ କରୁନଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାଡ଼ ଖାଉଥିବା କଷ୍ଟେବଳଙ୍କ ସାଥୀ ଉପସ୍ଥିତ ଥିଲେ ମଧ୍ୟ ପ୍ରତିବାଦ କରିବାକୁ ସାହସ କରିପାରିନଥିଲେ। ଯାହା କ୍ୟାମେରାରେ କଏଦ ହୋଇଛି। ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

କଏଦ ହୋଇଥିବା ଦୃଶ୍ୟର ଯାଞ୍ଚ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଟ୍ରାଫିକ ଏସ୍‌ପି କହିଛନ୍ତି।

https://youtu.be/kPeb95t9nOo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story