ମାଲକାନଗିରିରେ ବନ୍ୟା ସ୍ଥିତିରେ ଆସିଲା ସାମାନ୍ୟ ସୁଧାର

ମାଲକାନଗିରି(ଜିତେନ୍ଦ୍ର ବେଉରା): ଗତ କିଛି ଦିନ ହେଲା ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଲାଗି ରହିଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା।  ବର୍ତ୍ତମାନ ବର୍ଷା କମିବାକୁ ଜିଲାର ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। କିଛି ଦିନ ହେବ ଜିଲାର ବିଭିନ୍ନ ରାସ୍ତା ବନ୍ୟା ସ୍ରୋତରେ ଧୋଇ ହୋଇ ଯାଇଥିବା ବେଳେ ବହୁ ପୋଲ ଉପରେ ପାଣି ଚାଲୁଥିବା । ଏଥିଯୋଗୁ ଗମନାଗମନ ସମ୍ପୂର୍ଣ୍ଣ ଠପ୍‌ ହୋଇ ପଡିଥିଲା। ଏବେ ଜଳସ୍ତର କମିବା ପରେ ଜୟପୁର, କାଲିମେଳା […]

malkangiri,,,

malkangiri,,,

Tapaswini Nayak
  • Published: Saturday, 03 August 2019
  • Updated: 03 August 2019, 09:52 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ଗତ କିଛି ଦିନ ହେଲା ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଲାଗି ରହିଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା।  ବର୍ତ୍ତମାନ ବର୍ଷା କମିବାକୁ ଜିଲାର ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି।

କିଛି ଦିନ ହେବ ଜିଲାର ବିଭିନ୍ନ ରାସ୍ତା ବନ୍ୟା ସ୍ରୋତରେ ଧୋଇ ହୋଇ ଯାଇଥିବା ବେଳେ ବହୁ ପୋଲ ଉପରେ ପାଣି ଚାଲୁଥିବା । ଏଥିଯୋଗୁ ଗମନାଗମନ ସମ୍ପୂର୍ଣ୍ଣ ଠପ୍‌ ହୋଇ ପଡିଥିଲା। ଏବେ ଜଳସ୍ତର କମିବା ପରେ ଜୟପୁର, କାଲିମେଳା ଓ ବାଲିମେଳାକୁ ଯୋଗାଯୋଗ ସ୍ୱାଭାବିକ ହୋଇଛି। ଗତ ଦିନ ଅପେକ୍ଷା ଆଜି ଟିକିଏ ବର୍ଷାର ପରିମାଣ କମିଥିବା ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ ଥିବା ୬୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏହାସହ ଲୋକଙ୍କ ପାଇଁ ୧୪ଟି ଜାଗାରେ ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି। ଯଦି ଆବଶ୍ୟକ ପଡ଼େ, ଅଧିକ ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା କରିବାକୁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”

ସୂଚନାଯୋଗ୍ୟ, କିଛି ଦିନ ହେବ ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଥିଲା। ଜିଲ୍ଲାର ସବୁ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ କେଉଁଠି ପୋଲ ବୁଡ଼ି ଯାଇଥିଲା ତ କେଉଁଠି ରାସ୍ତା ଧୋଇଯାଇଥିଲା। ଏଥିଯୋଗୁ  ଯାତାୟତରେ ସମସ୍ୟା ଉପୁଜିଥିଲା।  ଏଥିଯୋଗୁ ମୁଖ୍ୟତଃ ମାଲକାନଗିରିରୁ ଜୟପୁର, କାଲିମେଳା, ବାଲିମେଳା ଏବଂ କାଲିମେଳାରୁ ମୋଟୁ ପଡ଼ିଆ ମଧ୍ୟରେ ଗମନାଗମନରେ ବାଧା ଉପୁଜିଥିଲା। ଏପରିକି ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ମଧ୍ୟ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଲା। ଏଭଳି ସ୍ଥିତିରେ ଗତକାଲି ଜିଲ୍ଲା ପ୍ରଶାସନ ସ୍କୁଲ ଓ କଲେଜକୁ ଦୁଇ ଦିନ ଲାଗି ଛୁଟି ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story