ତ୍ରାହି ଅଚ୍ୟୁତ ଆଶ୍ରମ ପରିସରରେ ନିର୍ମିତ ସମସ୍ତ ଘର ଓ ମନ୍ଦିର ବେଆଇନ ଭାବେ ତିଆରି ହୋଇଛି

ଭୁବନେଶ୍ୱର: ଝିଇଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମ ପରିସରରେ ନିର୍ମିତ ସମସ୍ତ ଘର ଓ ମନ୍ଦିର ବେଆଇନ୍ ଭାବେ ତିଆରି ହୋଇଥିବା ଜଣାପଡ଼ିଛି। ସେପଟେ ଜବଦଖଲ ଜାଗାରେ ନିର୍ମିତ ଡାକଘର ଓ ଦାତବ୍ୟ ଚିକିତ୍ସାଳୟକୁ ଆଜି ପ୍ରଶାସନ ସିଲ୍ କରିବା ସହ ସେଠାରେ ବୋର୍ଡ ଲଗାଇଛି। ସରକାର ୧୬ ଡିସିମିଲ୍ ପରିମିତ ଏହି ଜବରଦଖଲ ଜମିରେ ସରକାରୀ ବୋର୍ଡ ଲଗାଇଛନ୍ତି । ଜମି ଉପରେ ଛିଡ଼ା ହୋଇଥିବା ଡାକଘର ଓ ଦାତବ୍ୟ ଚିକିତ୍ସାଳୟକୁ ଖାଲି କରାଯିବା ସହ […]

trahi

trahi

Rakesh Mallick
  • Published: Tuesday, 22 September 2015
  • Updated: 22 September 2015, 04:22 PM IST

Sports

Latest News

trahiଭୁବନେଶ୍ୱର: ଝିଇଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମ ପରିସରରେ ନିର୍ମିତ ସମସ୍ତ ଘର ଓ ମନ୍ଦିର ବେଆଇନ୍ ଭାବେ ତିଆରି ହୋଇଥିବା ଜଣାପଡ଼ିଛି। ସେପଟେ ଜବଦଖଲ ଜାଗାରେ ନିର୍ମିତ ଡାକଘର ଓ ଦାତବ୍ୟ ଚିକିତ୍ସାଳୟକୁ ଆଜି ପ୍ରଶାସନ ସିଲ୍ କରିବା ସହ ସେଠାରେ ବୋର୍ଡ ଲଗାଇଛି। ସରକାର ୧୬ ଡିସିମିଲ୍ ପରିମିତ ଏହି ଜବରଦଖଲ ଜମିରେ ସରକାରୀ ବୋର୍ଡ ଲଗାଇଛନ୍ତି । ଜମି ଉପରେ ଛିଡ଼ା ହୋଇଥିବା ଡାକଘର ଓ ଦାତବ୍ୟ ଚିକିତ୍ସାଳୟକୁ ଖାଲି କରାଯିବା ସହ ଏହାକୁ ସିଲ୍ କରିଛି ପ୍ରଶାସନ। ସିଲ୍ କରାଯାଇଥିବା ଏହି ଘରେ ଆଗକୁ ଆରଆଇ ଅଫିସ୍ ଖୋଲିବା ନେଇ ଚିନ୍ତା କରାଯାଉଛି। କେବଳ ସେତିକି ନୁହେଁ ଏହି ଅଞ୍ଚଳରେ ଜବରଦଖଲ ହୋଇଥିବା ୮୨ ଡେସିମିଲ ଜାଗା ମଧ୍ୟରୁ ସୁରୁବାବା ୧୦ ଡିସିମିଲ ଜାଗାରେ ଦୋଳମଣ୍ଡପ ଓ ଧ୍ୟାନ ମଣ୍ଡପ ନିର୍ମାଣ କରିଥିଲେ।

ସରକାରୀ ଦଲିଲ ଅନୁଯାୟୀ ଏଠାରେ ରାସ୍ତା ରହିବା କଥା। ସେହିପରି ଆଶ୍ରମ ପ୍ରବେଶ ପଥ, ମନ୍ଦିର ପରିସରରେ ଥିବା ରାସ୍ତା, ଅଚ୍ୟୁତ ନଗର ଚକନାଳ, ଆନ୍ଦବଜାର ଡଷ୍ଟବିନ ଆଦି ଜବରଦଖଲ ଜମିରେ ରହିଛି। ଏପଟେ ବିବାଦୀୟ ସୁରବାବାଙ୍କ ଆଶ୍ରମ ଭିତରେ ଥିବା ଘର ଓ ମନ୍ଦିର ବେଆଇନ ଭାବେ ତିଆରି ହୋଇଥିବା ବିଡିଏ ଏନଫେ।ର୍ସମେଣ୍ଟ ଅଫିସର୍ ସୂଚନା ଦେଇଛନ୍ତି। ସୁରବାବାଙ୍କ ଅଟାଳିକା ଶ୍ରଦ୍ଧାଳୁଙ୍କ ପାଇଁ ତିଆରି ହୋଇଥିବା ଲଜ୍ ଓ ତ୍ରାହି ଅଚ୍ୟୁତ ନଗର  ଭିତରେ ଥିବା ପ୍ରାୟ ୨୦୦ ଘର ବିଡ଼ିଏର ପ୍ଲାନିଂ ଅନୁମତି ନ ନେଇ କରାଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story