ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଜେଏସ୍‌ପିଏଲ୍‌ ପ୍ଲାଣ୍ଟରେ ଆଜି ଏକ ମାଲ୍‌ବାହୀ ଟ୍ରନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଫଳରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟିବାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ବ୍ରେକ୍‌ ଫେଲ୍‌ ଯୋଗୁଁ ଟ୍ରେନ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଲୋଚନା ହେଉଛି। ଜେଏସ୍‌ପିଏଲ୍‌ ଅନୁଗୋଳ ପ୍ଲାଣ୍ଟ ପରିସରରେ ଆଜି ମାଲବାହୀ ଟ୍ରେନ୍‌ଟି ଗତି କରୁଥିଲା। କୌଣସି କାରଣ ବସତଃ ଟ୍ରେନ୍‌ଟି ରୋଲ୍‌ ଡାଉନ୍‌ କରି ପଏଣ୍ଟମ୍ୟାନ ବିନୟ ସାହୁଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ […]

train accident in jspl angul

train accident in jspl angul

Rakesh Mallick
  • Published: Saturday, 24 March 2018
  • Updated: 24 March 2018, 04:17 PM IST

Sports

Latest News

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଜେଏସ୍‌ପିଏଲ୍‌ ପ୍ଲାଣ୍ଟରେ ଆଜି ଏକ ମାଲ୍‌ବାହୀ ଟ୍ରନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଫଳରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟିବାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ବ୍ରେକ୍‌ ଫେଲ୍‌ ଯୋଗୁଁ ଟ୍ରେନ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଲୋଚନା ହେଉଛି।

ଜେଏସ୍‌ପିଏଲ୍‌ ଅନୁଗୋଳ ପ୍ଲାଣ୍ଟ ପରିସରରେ ଆଜି ମାଲବାହୀ ଟ୍ରେନ୍‌ଟି ଗତି କରୁଥିଲା। କୌଣସି କାରଣ ବସତଃ ଟ୍ରେନ୍‌ଟି ରୋଲ୍‌ ଡାଉନ୍‌ କରି ପଏଣ୍ଟମ୍ୟାନ ବିନୟ ସାହୁଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବିନୟଙ୍କ ଘର ଜରପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos