ମହାନଦୀ ମୁହାଣରେ ଓଲଟିଲା ଟ୍ରଲର: ୩ ନିଖୋଜ

ପାରାଦୀପ(ଓଡ଼ିଶା ରିପୋର୍ଟର):ମହାନଦୀ ମୁହାଣରେ ଟ୍ରଲର ବୁଡ଼ି ୩ ନିଖୋଜ। ନେହରୁ ବଙ୍ଗଳା ନିକଟ ମୁହାଣରେ ବୁଡ଼ିଗଲା ମାଛଧରା ଟ୍ରଲର। ମାଛଧରି ଫେରୁଥିବା ବେଳେ ଟ୍ରଲରଟି ବୁଡ଼ିଯାଇଥିବା ଜଣାପଡ଼ିଛି। ତେବେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି। ପାଖ ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନେ ୨ ଜଣଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି। ତେବେ ଉଦ୍ଧାର ପାଇଁ ମେରାଇନ ପୋଲିସ ଓ ଅନ୍ୟ ମତ୍ସ୍ୟଜୀବୀମାନେ ଲାଗିପଡ଼ିଛନ୍ତି। ସୂଚନା ଅନୁଯାୟୀ ମୁହାଣ ଅଶାନ୍ତ ଥିବା ବେଳେ […]

321

321

Tapas Behera
  • Published: Tuesday, 08 October 2019
  • Updated: 08 October 2019, 04:27 PM IST

ପାରାଦୀପ(ଓଡ଼ିଶା ରିପୋର୍ଟର):ମହାନଦୀ ମୁହାଣରେ ଟ୍ରଲର ବୁଡ଼ି ୩ ନିଖୋଜ। ନେହରୁ ବଙ୍ଗଳା ନିକଟ ମୁହାଣରେ ବୁଡ଼ିଗଲା ମାଛଧରା ଟ୍ରଲର। ମାଛଧରି ଫେରୁଥିବା ବେଳେ ଟ୍ରଲରଟି ବୁଡ଼ିଯାଇଥିବା ଜଣାପଡ଼ିଛି। ତେବେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି। ପାଖ ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନେ ୨ ଜଣଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି। ତେବେ ଉଦ୍ଧାର ପାଇଁ ମେରାଇନ ପୋଲିସ ଓ ଅନ୍ୟ ମତ୍ସ୍ୟଜୀବୀମାନେ ଲାଗିପଡ଼ିଛନ୍ତି। ସୂଚନା ଅନୁଯାୟୀ ମୁହାଣ ଅଶାନ୍ତ ଥିବା ବେଳେ ଲହଡ଼ି ବି ବଡ଼ଜୋର ଥିଲା। ତେବେ ଟ୍ରଲରଟି ମାଛ ଧରି ଫେରୁ ଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story