ଖୁଲମ୍ ଖୋଲା ପ୍ୟାର କରେଙ୍ଗେ ହମ୍‌ ଦୋନୋ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଉ ଲୁଚା ଛପା ନୁହେଁ । ଖୋଲାଖୋଲି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ବିଜେଡିର ସମର୍ଥନ। ରାଜ୍ୟସଭା ପ୍ରାର୍ଥୀ ହୁଅନ୍ତୁ କି ଗୁରୁତ୍ୱପୂର୍ଣ୍ଣ ବିଲ୍, ସବୁଥିରେ ବିଜେପି ପଛରେ ଛିଡ଼ା ହେଉଛି ବିଜେଡି ।  ଟ୍ରିପଲ୍ ତଲାକ୍ ବିଲ୍‌ ପୂର୍ବରୁ ବିଜେଡି ସଂଶୋଧନ ଦାବି କରୁଥିବାବେଳେ ଗତକାଲି ଦଳର ସମର୍ଥନ ଯୋଗୁଁ ହିଁ ରାଜ୍ୟସଭାରେ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇପାରିଲା ବୋଲି କୁହାଯାଉଛି।  ଯାହାକୁ ନେଇ ବିଧାନସଭାରେ ନବୀନଙ୍କ ବିରୋଧରେ ଡବଲ୍ ଷ୍ଟାଣ୍ଡାର୍ଡର ଅଭିଯୋଗ ଆଣିଛି […]

i-op

i-op

Tapas Behera
  • Published: Wednesday, 31 July 2019
  • Updated: 31 July 2019, 08:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଉ ଲୁଚା ଛପା ନୁହେଁ । ଖୋଲାଖୋଲି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ବିଜେଡିର ସମର୍ଥନ। ରାଜ୍ୟସଭା ପ୍ରାର୍ଥୀ ହୁଅନ୍ତୁ କି ଗୁରୁତ୍ୱପୂର୍ଣ୍ଣ ବିଲ୍, ସବୁଥିରେ ବିଜେପି ପଛରେ ଛିଡ଼ା ହେଉଛି ବିଜେଡି ।  ଟ୍ରିପଲ୍ ତଲାକ୍ ବିଲ୍‌ ପୂର୍ବରୁ ବିଜେଡି ସଂଶୋଧନ ଦାବି କରୁଥିବାବେଳେ ଗତକାଲି ଦଳର ସମର୍ଥନ ଯୋଗୁଁ ହିଁ ରାଜ୍ୟସଭାରେ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇପାରିଲା ବୋଲି କୁହାଯାଉଛି।  ଯାହାକୁ ନେଇ ବିଧାନସଭାରେ ନବୀନଙ୍କ ବିରୋଧରେ ଡବଲ୍ ଷ୍ଟାଣ୍ଡାର୍ଡର ଅଭିଯୋଗ ଆଣିଛି କଂଗ୍ରେସ।  ସେପଟେ କଂଗ୍ରେସ ସାଂସଦ ରଂଜୀବ ବିଶ୍ୱାଳ ବି କାଲି ରାଜ୍ୟସଭାରେ ଅନୁପସ୍ଥିତ ରହିବା ନେଇ ଚର୍ଚ୍ଚା ଜୋର୍ ଧରିଛି।

ବିଜେଡି-ବିଜେପି ମଧ୍ୟରେ ସଂପର୍କ କେତେ ଘନିଷ୍ଠ ତାହା ନିର୍ବାଚନ ସମୟରେ ଆରୋପ-ପ୍ରତ୍ୟୋରୋପ ଶୀର୍ଷ ସ୍ତରରେ ପହଚିଂଥିଲା। କିନ୍ତୁ ଭୋଟ୍ ପରେ ବଦଳିଗଲା ଚିତ୍ର । ବିଜେଡିର ନିଜସ୍ୱ ସଂଖ୍ୟା ଥାଇ ବିଜେପିକୁ ରାଜ୍ୟସଭା ପଦ ଟେକିଦେବା ଅର୍ଥାତ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିବା, ବିବାଦୀୟ ଆରଟିଆଇ ସଂଶୋଧିତ ବିଲ୍‌କୁ ବିଜେଡି ସାଂସଦଙ୍କ ବିରୋଧ ପରେ ମୋଦିଙ୍କ ଫୋନ କଲ୍ ପାଇ ନବୀନ ସମର୍ଥନ ଦେବା, ବହୁ ଚର୍ଚ୍ଚିତ ଟ୍ରିପୁଲ ତଲାକ୍ ବିଲ୍‌କୁ  ରାଜ୍ୟସଭାରେ ପାରିତ କରିବା ପାଇଁ ଏନଡିଏ ସପକ୍ଷରେ ଭୋଟ୍ ଓ ଆଜି ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ସଂଶୋଧିତ ବିଲ୍‌କୁ ସମର୍ଥନ କରିବା ପ୍ରମାଣ କରୁଛି ଏନ୍‌ଡିଏର ବିଶ୍ୱସ୍ତ ସହଯୋଗୀ ଭାବେ କାର୍ଯ୍ୟ କରୁଛି  ବିଜେଡି।

ତେବେ କାହିଁକି ନବୀନଙ୍କ ଏଭଳି ଆଭିମୁଖ୍ୟ? ସିବିଆଇର ଭୟ ନା ଅନ୍ୟ କିଛି ଡିଲ୍? ଏ ପ୍ରସଙ୍ଗ ଆଜି ବିଧାନସଭାରେ ବି ଉଠିଥିଲା । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କଡା ସମାଲୋଚନା କରି କହିଥିଲେ ଆଉ ସମଦୂରତା ନୀତିରେ ନୁହେଁ, ନବୀନ ଡବଲ୍ ଷ୍ଟାଣ୍ଡାର୍ଡ ନୀତି ଧରିଛନ୍ତି । ଗୃହ ଭିତରେ ତାରାଙ୍କୁ କାଉଣ୍ଟର କରିଥିଲେ ସରକାରୀ ଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ ।

ଟ୍ରିପୁଲ ତଲାକ ଆଲୋଚାନା ବେଳେ ରାଜ୍ୟସଭାରେ ଅନୁପସ୍ଥିତି ଥିଲେ ରଂଜୀବ ବିଶ୍ୱାଳଙ୍କ ସମେତ କଂଗ୍ରେସର ୫ ସାଂସଦ।  ତେବେ କାହିଁକି ରଂଜୀବ ଅନୁପସ୍ଥିତ ରହିଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ସେ ବିଦେଶ ଗସ୍ତରେ ଥିବାରୁ ଗତକାଲି ଉପସ୍ଥିତ ରହିପାରିଲେ ନାହିଁ। ସେପଟେ କିନ୍ତୁ କଂଗ୍ରେସ ତାଙ୍କୁ ଜବାବ ମାଗିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ବିଜେପି ଓ ବିଜେଡି ମଧ୍ୟରେ କମୁଥିବା ଦୂରତା, ଆଗକୁ କେଉଁ ନୂଆ ରାଜନୈତିକ ସମୀକରଣ ନେବ ତାକୁ ନେଇ ଏବେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ ବିଜେଡି-ବିଜେପି ମଧ୍ୟରେ ପ୍ରତି କ୍ଷେତ୍ରରେ ଏମିତି ସମ୍ପର୍କକୁ ଦେଖିଲେ ବଲିଉଡ୍‌ ମୁଭି-ପ୍ୟାର୍‌ ମେ ଟୁଇଷ୍ଟର ‘ଖୁଲମ୍‌ ଖୋଲା ପ୍ୟାର୍‌ କରେଙ୍ଗେ ହମ୍‌ ଦୋନୁ’ ଗୀତଟି ନିଶ୍ଚିତ ପ୍ରଜୁଯ୍ୟ ହେବ ତାହା କହିହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story