ଟ୍ରକ୍‌ ଧକ୍କାରେ ବାଇକ ଆରୋହୀ ଜୀବନ୍ତ ଦଗ୍ଧ

କେନ୍ଦୁଝର: କିରାସିନି ବୋଝେଇ ଟ୍ରକ୍‌ ଧକ୍କାରେ ବାଇକ ଆରୋହୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତେବେ ବାଇକ୍‌ ପଛରେ ବସିଥିବା ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଘଟଗାଁ ହଳଧରପୁର ନିକଟରେ ଏହି ମର୍ମନ୍ତୁଦ ଘଟଣା ଘଟିଛି। ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ କିରାସିନି ବୋଝେଇ ଟ୍ରକ୍‌ଟି ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ରେ ନିଆଁ ଲାଗିଯିବାରୁ ଆରୋହୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତେବେ ବାଇକ୍‌ ପଛରେ ବସିଥିବା ଜଣେ ଯୁବକ […]

fire

fire

Rakesh Mallick
  • Published: Thursday, 27 July 2017
  • Updated: 27 July 2017, 10:56 PM IST

Sports

Latest News

କେନ୍ଦୁଝର: କିରାସିନି ବୋଝେଇ ଟ୍ରକ୍‌ ଧକ୍କାରେ ବାଇକ ଆରୋହୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତେବେ ବାଇକ୍‌ ପଛରେ ବସିଥିବା ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଘଟଗାଁ ହଳଧରପୁର ନିକଟରେ ଏହି ମର୍ମନ୍ତୁଦ ଘଟଣା ଘଟିଛି।

ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ କିରାସିନି ବୋଝେଇ ଟ୍ରକ୍‌ଟି ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ରେ ନିଆଁ ଲାଗିଯିବାରୁ ଆରୋହୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତେବେ ବାଇକ୍‌ ପଛରେ ବସିଥିବା ଜଣେ ଯୁବକ ଖସିପଡ଼ିବାରୁ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଘଟଗାଁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ଥିବା ଜଣାପଡ଼ିଛି। ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story