ଟ୍ରକ୍‌କୁ ପିଟିଲା ବୋଲେରୋ: ୨ ମୃତ, ୨ ଗୁରୁତର

ଭଦ୍ରକ/ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମଞ୍ଜରିପୁର ନିକଟରେ ୫ ନମ୍ବର ଜାତୀୟ ରାଜପଥରେ ଗତକାଲି ରାତିରେ ଏକ ବୋଲେରୋ ଏକ ଟ୍ରକ୍‌କୁ ପଛପଟରୁ ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବୋଲେରୋଟି ବାରିପଦାରୁ କଟକ ଯାଉଥିଲା।