ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟ୍ରକ୍ ଡ୍ରାଇଭର ମୃତ

ଜଳେଶ୍ୱର((ଅଜିତ ଦାଶ): ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ  ଟ୍ରକ୍ ଡ୍ରାଇଭର ମୃତ୍ୟୁ  ଘଟିଛି।  ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା  ଜଳେଶ୍ଵର ଥାନା  ଅନ୍ତର୍ଗତ ନଛିମପୁର ପଞ୍ଚାୟତର ଆମ୍ବଳିଅଠା ଗାଁରେ। ମୃତ ଡ୍ରାଇଭର ଘର ଯାଜପୁର ଜାରକା ଅଞ୍ଚଳର ବୋଲି ଜଣାପଡ଼ିଛି।  ହେଲେ ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ। ଆଜି ଭୋର ପ୍ରାୟ ୩ଟା ସମୟରେ  ଯାଜପୁର ଜାରକା ଅଞ୍ଚଳରୁ ଏକ ମିନି ଟ୍ରକ୍‌ରେ  ଧାନକଟା ମେସିନଟି ଲଦି ଡ୍ରାଇଭର […]

electricshock

electricshock

Tapaswini Nayak
  • Published: Tuesday, 08 November 2022
  • Updated: 08 November 2022, 08:27 AM IST

Sports

Latest News

ଜଳେଶ୍ୱର((ଅଜିତ ଦାଶ): ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ  ଟ୍ରକ୍ ଡ୍ରାଇଭର ମୃତ୍ୟୁ  ଘଟିଛି।  ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା  ଜଳେଶ୍ଵର ଥାନା  ଅନ୍ତର୍ଗତ ନଛିମପୁର ପଞ୍ଚାୟତର ଆମ୍ବଳିଅଠା ଗାଁରେ। ମୃତ ଡ୍ରାଇଭର ଘର ଯାଜପୁର ଜାରକା ଅଞ୍ଚଳର ବୋଲି ଜଣାପଡ଼ିଛି।  ହେଲେ ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ।

ଆଜି ଭୋର ପ୍ରାୟ ୩ଟା ସମୟରେ  ଯାଜପୁର ଜାରକା ଅଞ୍ଚଳରୁ ଏକ ମିନି ଟ୍ରକ୍‌ରେ  ଧାନକଟା ମେସିନଟି ଲଦି ଡ୍ରାଇଭର ଓ ହେଲପର ଆମ୍ବଳିଅଠା ଗାଁକୁ ଆଣୁଥିଲେ।   ଆମ୍ବଳିଅଠା ଗାଁରେ ନିକଟରେ ଏକ ବିଦ୍ୟୁତ୍ ତାର ରାସ୍ତାରେ ଛିଡ଼ି ପଡ଼ିଥିଲା।  ମିନି ଟ୍ରକ୍ ଡ୍ରାଇଭର ଜଣଙ୍କ ଗାଡ଼ିରୁ ଓହ୍ଲାଇ ସେହି ତାରକୁ ଆଡ଼େଇ  ଦେଇ ଗାଡ଼ିକୁ ସେହି ବାଟରେ ନେଇ ଯିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ  ସେ  ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ସେ ବେହୋସ ହୋଇ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଡ୍ରାଇଭରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ସମୟରେ ମିନିଟ୍ରକ୍ ହେଲପର ଗାଡ଼ି ନେଇ ଚମ୍ପଟ ମାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story