ପୋଲ ତଳକୁ ଖସିପଡ଼ିଲା ଡାଲି ବୋଝେଇ ଟ୍ରକ୍‌

ଚୌଦ୍ୱାର (ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ମଙ୍ଗୁଳି ନିକଟରେ ଆଜି ଭୋରରେ ଏକ ଡାଲି ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୫ ନମ୍ବର ଜାତୀୟ ରାଜପଥରେ ଏହା ଏକ କେନାଲ୍‌ ତଳକୁ ଖସି ପଡ଼ିଛି। ପୋଲ୍‌ର ବାଡ଼ ଭାଙ୍ଗି ଏହା ତଳକୁ ଖସି ପଡ଼ିଥିଲା। ଏଥିରେ ଉଭୟ ହେଲପର ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଚୌଦ୍ୱାର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହିତ କଟକ ବଡ଼ ଡାକ୍ତରଖାନା ପଠାଇଥିଲା। ଡ୍ରାଇଭର ଓ […]

truck2

truck2

Jitendra Garnayak
  • Published: Monday, 01 April 2019
  • Updated: 01 April 2019, 09:46 AM IST

Sports

Latest News

ଚୌଦ୍ୱାର (ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ମଙ୍ଗୁଳି ନିକଟରେ ଆଜି ଭୋରରେ ଏକ ଡାଲି ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୫ ନମ୍ବର ଜାତୀୟ ରାଜପଥରେ ଏହା ଏକ କେନାଲ୍‌ ତଳକୁ ଖସି ପଡ଼ିଛି। ପୋଲ୍‌ର ବାଡ଼ ଭାଙ୍ଗି ଏହା ତଳକୁ ଖସି ପଡ଼ିଥିଲା।

truck1ଏଥିରେ ଉଭୟ ହେଲପର ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଚୌଦ୍ୱାର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହିତ କଟକ ବଡ଼ ଡାକ୍ତରଖାନା ପଠାଇଥିଲା।

truck3ଡ୍ରାଇଭର ଓ ହେଲ୍‌ପରଙ୍କ ପରିଚୟ ଜଣାପଡ଼ି ନାହିଁ। କେଉଁ କାରଣରୁ ଏ ଦୁର୍ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos