ଅଧାରେ ରହିଲା ଜଗା ଦର୍ଶନ, ପିଟି ଦେଲା ଟ୍ରକ୍‌

ପୁରୀ(ଓଡ଼ିଶା ରିପୋର୍ଟର): ଜଗା ଦର୍ଶନ କରିବା ପାଇଁ ଘରୁ ବାହାରିଥିଲେ ତିନି ସାଙ୍ଗ। ହେଲେ ତାଙ୍କର ଏହି  ଇଛା ପୂରଣ ହେଲା ନାହିଁ।  ଅଧାବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇସାଙ୍ଗଙ୍କ ଜୀବନ। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ପୁରୀ ମାଳତୀପାଟପୁର ବ୍ରିଜରେ। ମୃତ ଯୁବକ ଦ୍ୱୟ ହେଲେ ସିର୍ଦ୍ଧାଥ ଦାସ ଓ ତ୍ରିଲୋଚନ ପ୍ରଧାନ। ଆହତ ଯୁବକ ଜଣଙ୍କ ହେଲେ ପ୍ରଦୀପ ଦାଶ। ସମସ୍ତଙ୍କ ଘର […]

Accident

Accident

Tapaswini Nayak
  • Published: Wednesday, 22 December 2021
  • Updated: 22 December 2021, 01:40 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଜଗା ଦର୍ଶନ କରିବା ପାଇଁ ଘରୁ ବାହାରିଥିଲେ ତିନି ସାଙ୍ଗ। ହେଲେ ତାଙ୍କର ଏହି  ଇଛା ପୂରଣ ହେଲା ନାହିଁ।  ଅଧାବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇସାଙ୍ଗଙ୍କ ଜୀବନ। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ପୁରୀ ମାଳତୀପାଟପୁର ବ୍ରିଜରେ। ମୃତ ଯୁବକ ଦ୍ୱୟ ହେଲେ ସିର୍ଦ୍ଧାଥ ଦାସ ଓ ତ୍ରିଲୋଚନ ପ୍ରଧାନ। ଆହତ ଯୁବକ ଜଣଙ୍କ ହେଲେ ପ୍ରଦୀପ ଦାଶ। ସମସ୍ତଙ୍କ ଘର ପୁରୀ ଜିଲ୍ଲା ପିପିଲିରେ ବୋଲି ଜଣାପଡ଼ିଛି। ସିର୍ଦ୍ଧାଥ ଜଣେ ଭଲ  କବାଡି ଖେଳାଳି  ଥିଲେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି  ତିନିଜଣ  ସାଙ୍ଗ ଗୋଟିଏ ବାଇକ୍‌ରେ  ଜଗା ଦର୍ଶନ କରିବା ପାଇଁ ପୁରୀ ଅଭିମୁଖେ ବାହାରିଥିଲେ। ପୁରୀ ମାଳତୀପାଟପୁର ବିଜ୍ର ନିକଟରେ ଏକ ଟ୍ରକ୍‌ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ସିର୍ଦ୍ଧାଥ ଓ ତ୍ରିଲୋଚନଙ୍କ ମୃତ୍ୟୁ ଘଟିଥିଲା ।

ସିର୍ଦ୍ଧାଥ, ତ୍ରିଲୋଚନ ଓ ପ୍ରଦୀପଙ୍କ  ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି। ପୁଅର ମୃତ୍ୟୁ ଖବର ଶୁଣି ସିଦ୍ଧାର୍ଥଙ୍କ ବାପା  ଚେତାଶୂନ ହୋଇ ପଡ଼ିଥିଲେ। ତାଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ମାଳତୀପାଟପୁର ବ୍ରିଜ ମରିମତି  କାମ ଚାଲୁଥିବାରୁ ଗୋଟିଏ ପଟ  ରାସ୍ତା ବନ୍ଦ ରହିଛି।  କେବଳ ଗୋଟିଏ ଦିଗରେ ଗାଡ଼ି ଯାଆସ କରୁଛି।  ଫଳରେ ଏହି ଡାଇଭରସନ ନଜାଣି ପାରି ଦୁର୍ଘଟଣା ଘଟିଛି ବୋଲି  ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

୨୦୧୫ ମସିହାରେ ମାଳତୀପାଟପୁର ବ୍ରିଜ ନିର୍ମାଣ କରାଯାଇଥିଲା।  ଦୁଇରୁ ଅଢ଼େଇ ବର୍ଷ ଭିତରେ ବ୍ରିଜର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ତେବେ ୧୫ ଦିନ ହେବ ବିଜ୍ରର କାମ ଆରମ୍ଭ ହୋଇଥିବା ଜଣାଯାଇଛି।  ବ୍ରିଜ ମରାମତିକାମ  ବିଳମ୍ବ ହେବା ଯୋଗୁ ଦୁର୍ଘଟଣା ଘଟୁଥିବା ସାଧାରଣରେ ଆଲୋଚନା ହେଉଛି।  ଗତ ୪ ମାସରେ ଏହି ବ୍ରିଜରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story