ମଇଁଷିଙ୍କ ଉପରେ ମାଡ଼ିଗଲା ଟ୍ରକ୍

ମୋହନା(ଓଡ଼ିଶା ରିପୋର୍ଟର):  ଗଜପତି ଜିଲ୍ଲା ଆର୍. ଉଦୟଗିରି ଜେଲ୍ ନିକଟରେ ଏକ ଟିଣ ବୋଝେଇ ଟ୍ରକ୍ ମଇଁଷି ପଲଙ୍କ ଉପରେ ମାଡ଼ି ଯିବାରୁ ୬ଟି ମଇଁଷଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଟି ମଇଁଷି ଗୁରୁତର ହୋଇଛନ୍ତି। ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ  ଜବତ କରିବା ସହ  ଡ୍ରାଇଭରକୁ ଅଟକ ରଖି ପଚରାଉଚରା  କରୁଛି। ଆଜି  ସକାଳେ ଏକ ଟିଣ ବୋଝେଇ ଟ୍ରକ୍‌ଟି ବ୍ରହ୍ମପୁରରୁ ଆର୍.ଉଦୟଗିରି ଯାଉଥିଲା। ଏହି ସମୟରେ ଆର୍. ଉଦୟଗିରି ଜେଲ୍ ନିକଟସ୍ଥ ବୁଲାଣି ରାସ୍ତାରେ […]

buffalo

buffalo

Tapaswini Nayak
  • Published: Tuesday, 14 June 2022
  • Updated: 15 June 2022, 07:45 AM IST

Sports

Latest News

ମୋହନା(ଓଡ଼ିଶା ରିପୋର୍ଟର):  ଗଜପତି ଜିଲ୍ଲା ଆର୍. ଉଦୟଗିରି ଜେଲ୍ ନିକଟରେ ଏକ ଟିଣ ବୋଝେଇ ଟ୍ରକ୍ ମଇଁଷି ପଲଙ୍କ ଉପରେ ମାଡ଼ି ଯିବାରୁ ୬ଟି ମଇଁଷଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଟି ମଇଁଷି ଗୁରୁତର ହୋଇଛନ୍ତି। ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ  ଜବତ କରିବା ସହ  ଡ୍ରାଇଭରକୁ ଅଟକ ରଖି ପଚରାଉଚରା  କରୁଛି।

ଆଜି  ସକାଳେ ଏକ ଟିଣ ବୋଝେଇ ଟ୍ରକ୍‌ଟି ବ୍ରହ୍ମପୁରରୁ ଆର୍.ଉଦୟଗିରି ଯାଉଥିଲା। ଏହି ସମୟରେ ଆର୍. ଉଦୟଗିରି ଜେଲ୍ ନିକଟସ୍ଥ ବୁଲାଣି ରାସ୍ତାରେ ମଇଁଷି ପଲ ରାସ୍ତା ଅତିକ୍ରମ କରୁଥିଲେ।  ଟ୍ରକ୍‌ଟି  ଦ୍ରୁତ ଗତିରେ ଆସି ମଇଁଷଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ  ୬ଟି ମଇଁଷଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆର୍ ଉଦୟଗିରି ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଛି।  ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭରର କିଛି ହୋଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story