ଚେକିଂ ବେଳେ ଚଢ଼ିଗଲା ୧୪ ଚକିଆ ଟ୍ରକ୍‌

କେନ୍ଦୁଝର (ପ୍ରଣୟ ପାଣି): ଚେକିଂ ବେଳେ ଜଣେ ଆରଟିଓ କର୍ମଚାରୀଙ୍କ ଉପରେ ଏକ ୧୪ ଚକିଆ ଟ୍ରକ୍‌ ଚଢ଼ିଯାଇଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ପୋଖରୀପାଣି ନିକଟସ୍ଥ ବାଇପାସ୍‌ରେ। ମୃତ ଆର୍‌ଟିଓ କର୍ମଚାରୀଙ୍କ ନାଁ ବିଜୟ କୁମାର ମହାନ୍ତି। ସେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଏନ୍‌ଏଚ୍‌ ୨୦ର ବାଇପାସ୍‌ରେ ଏମ୍‌ଭିଆଇ ଚେକିଂ ବେଳେ ଏହି ଘଟଣା ଘଟିଥିଲା। ବିଜୟଙ୍କୁ ଚପାଇ ଦେଇ […]

dead1

dead1

Tapaswini Nayak
  • Published: Tuesday, 12 November 2019
  • Updated: 12 November 2019, 12:36 PM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): ଚେକିଂ ବେଳେ ଜଣେ ଆରଟିଓ କର୍ମଚାରୀଙ୍କ ଉପରେ ଏକ ୧୪ ଚକିଆ ଟ୍ରକ୍‌ ଚଢ଼ିଯାଇଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ପୋଖରୀପାଣି ନିକଟସ୍ଥ ବାଇପାସ୍‌ରେ।

ମୃତ ଆର୍‌ଟିଓ କର୍ମଚାରୀଙ୍କ ନାଁ ବିଜୟ କୁମାର ମହାନ୍ତି। ସେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଏନ୍‌ଏଚ୍‌ ୨୦ର ବାଇପାସ୍‌ରେ ଏମ୍‌ଭିଆଇ ଚେକିଂ ବେଳେ ଏହି ଘଟଣା ଘଟିଥିଲା। ବିଜୟଙ୍କୁ ଚପାଇ ଦେଇ ଟ୍ରକ୍‌ଟି ସେଠାରୁ ଫେରାର ହୋଇଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଏମ୍‌ଭିଆଇର ଏହି ଟିମ୍ ଆନନ୍ଦପୁର ଯାଉଥିଲା। ସେଠାରେ ଏକ ଡିଏଲ୍ କ୍ୟାମ୍ପକୁ ସେମାନେ ଯାଉଥିଲେ। ବାଟରେ ବିପରୀତ ଦିଗରୁ ଆସୁଥିବା ଏକ ଗାଡ଼ିକୁ ସେମାନେ ଚେକ୍ କରିଥିଲେ। ସେଠାରୁ ଫେରୁଥିବା ବେଳେ ବିଜୟଙ୍କୁ ଏହି ୧୪ ଚକିଆ ଟ୍ରକ୍‌ଟି ଚାପି ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story