ଆଠଗଡ଼: ଟିଏସ୍ ଆଲୟେଜରେ ଅଗ୍ନିକାଣ୍ଡ, ଜଳିଗଲା ୧ ନମ୍ବର ବ୍ଲାଷ୍ଟଫର୍ଣ୍ଣେସ୍

କଟକ: କଟକ ଜିଲ୍ଲା ଆଠଗଡ଼ ଅନନ୍ତପୁରଠାରେ ଥିବା ଟିଏସ ଆଲଏଜ କାରଖାନାରେ ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ। ମଙ୍ଗଳବାର ରାତିରେ କାରଖାନାରେ ଏକ ନମ୍ୱର ବ୍ଲାଷ୍ଟ ଫଣ୍ଣେର୍ସରେ ନିଆଁ ଲାଗିଯାଇଥିଲା। ୫ଟି ଦମକଳ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଥିଲେ। ଅଗ୍ନିଶମ ବାହିନୀ ରାତି ତମାମ ଉଦ୍ୟମ କରି ଭୋର ୪ଟାରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିଥିଲେ। ରାତିରେ ପ୍ଲାଣ୍ଟ ଚାଲିଥିବା ବେଳେ ଫଣ୍ଣେର୍ସରେ ନିଆଁ ଲାଗିଥିଲା।  ସେତେବେଳେ ପ୍ଲାଣ୍ଟରେ ୩୦ରୁ ଅଧିକ କର୍ମଚାରୀ କାମ […]

fire

fire

Rakesh Mallick
  • Published: Wednesday, 06 January 2016
  • Updated: 06 January 2016, 04:04 AM IST

Sports

Latest News

କଟକ: କଟକ ଜିଲ୍ଲା ଆଠଗଡ଼ ଅନନ୍ତପୁରଠାରେ ଥିବା ଟିଏସ ଆଲଏଜ କାରଖାନାରେ ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ। ମଙ୍ଗଳବାର ରାତିରେ କାରଖାନାରେ ଏକ ନମ୍ୱର ବ୍ଲାଷ୍ଟ ଫଣ୍ଣେର୍ସରେ ନିଆଁ ଲାଗିଯାଇଥିଲା। ୫ଟି ଦମକଳ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଥିଲେ। ଅଗ୍ନିଶମ ବାହିନୀ ରାତି ତମାମ ଉଦ୍ୟମ କରି ଭୋର ୪ଟାରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିଥିଲେ। ରାତିରେ ପ୍ଲାଣ୍ଟ ଚାଲିଥିବା ବେଳେ ଫଣ୍ଣେର୍ସରେ ନିଆଁ ଲାଗିଥିଲା।  ସେତେବେଳେ ପ୍ଲାଣ୍ଟରେ ୩୦ରୁ ଅଧିକ କର୍ମଚାରୀ କାମ କରୁଥିଲେ। ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନି। ଫଣ୍ଣେର୍ସରେ ଅଗ୍ନିକାଣ୍ଡ ପରେ କ୍ଷୟକ୍ଷତି ସମ୍ପର୍କରେ ସବିଶେଷ ସୂଚନା ମିଳିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story