ଷଷ୍ଠ ଶ୍ରେଣୀ ଛାତ୍ରର ମାଡ଼ରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ!

ରାୟଗଡ଼ା(ମାଉଡି ବାରିକ): ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟରେ। ମୃତ ଛାତ୍ର ଜଣଙ୍କ ହେଲେ ଗୋବିନ୍ଦା ହୁଇକା। ସେ ପ୍ରଥମ ଶ୍ରେଣୀରେ ପଢ଼ୁଥିଲେ। ଗତ ୨୦ ତାରିଖରେ କୌଣସି କଥାକୁ ନେଇ ସେବାଆଶ୍ରମରେ ଗୋବିନ୍ଦାଙ୍କ ସହ ଷଷ୍ଠ ଶ୍ରେଣୀର ଛାତ୍ରର ଝଗଡ଼ା ହୋଇଥିଲା। ପରେ ଗୋବିନ୍ଦାଙ୍କୁ ସଂପୃକ୍ତ ଛାତ୍ର ଜଣଙ୍କ ଆକ୍ରମଣ କରିଥିଲେ। ଗୋବିନ୍ଦା ଏଥିରେ […]

student

student

Tapaswini Nayak
  • Published: Tuesday, 23 August 2022
  • Updated: 23 August 2022, 01:56 PM IST

Sports

Latest News

ରାୟଗଡ଼ା(ମାଉଡି ବାରିକ): ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟରେ। ମୃତ ଛାତ୍ର ଜଣଙ୍କ ହେଲେ ଗୋବିନ୍ଦା ହୁଇକା। ସେ ପ୍ରଥମ ଶ୍ରେଣୀରେ ପଢ଼ୁଥିଲେ।

ଗତ ୨୦ ତାରିଖରେ କୌଣସି କଥାକୁ ନେଇ ସେବାଆଶ୍ରମରେ ଗୋବିନ୍ଦାଙ୍କ ସହ ଷଷ୍ଠ ଶ୍ରେଣୀର ଛାତ୍ରର ଝଗଡ଼ା ହୋଇଥିଲା। ପରେ ଗୋବିନ୍ଦାଙ୍କୁ ସଂପୃକ୍ତ ଛାତ୍ର ଜଣଙ୍କ ଆକ୍ରମଣ କରିଥିଲେ। ଗୋବିନ୍ଦା ଏଥିରେ ଆହତ ହୋଇଥିଲେ। ପରେ ତାଙ୍କୁ ରେଖାପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।  ଛାତ୍ର ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ  ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତର ଗୋବିନ୍ଦାଙ୍କୁ ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ। ସେଠାରେ  ଚିକିତ୍ସାଧୀନ ଅବସ୍ଥାରେ ଗୋବିନ୍ଦାଙ୍କର ମୃତ୍ୟୁ ଘଟିଥିଲା।

ଗତକାଲି ଶିକ୍ଷା ବିଭାଗର ୪ ଜଣିଆ ଟିମ୍ ଗୋବିନ୍ଦାଙ୍କ ଘରକୁ ଯାଇଥିଲେ। ତାଙ୍କ ବାପାମା’ଙ୍କୁ ପଚରାଉଚରା କରିଥିଲେ। ଏହାସହ ଆଶ୍ରମ ବିଦ୍ୟାଳୟରର ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ପଚରାଉଚରା କରିଥିବା ଜଣାଯାଇଛି।

ଗୋବିନ୍ଦା ପରିବାରର ଏକ ମାତ୍ର ପୁଅ ଥିଲେ। ଏକ ମାତ୍ର ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଅନ୍ୟପଟେ ଛାତ୍ରମାଡ଼ରେ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ। ସେ କହିଛନ୍ତି, ମେଡିକାଲ ରିପୋର୍ଟରେ ସେମିତି କିଛି ନାହିଁ। ତେବେ ଘଟଣାର ତଦନ୍ତ କରାଯାଉଛି। ତଦନ୍ତ ରିପୋର୍ଟ ଆସିଲେ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story