‘ତୁଙ୍ଗ ଶିଖର ଚୂଳ’ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ଥିମ୍‌ ସଙ୍ଗ୍‌

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ପ୍ରସ୍ତୁତ ହୋଇଛି ଥିମ୍ ସଙ୍ଗ। ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି। ଆସନ୍ତାକାଲି ବିଶ୍ୱବିଦ୍ୟାଳୟର ୪୭ତମ ସମାବର୍ତ୍ତନ ଉତ୍ସବରେ ବିଧିବଦ୍ଧ ଭାବେ ଏହା ଘୋଷଣା କରାଯିବ। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଗୋଦାବରୀଶ ମିଶ୍ରଙ୍କ ଗୀତି କବିତା ‘ତୁଙ୍ଗ ଶିଖର ଚୂଳ’କୁ ବିଶ୍ୱବିଦ୍ୟାଳୟ ଥିମ୍‌ ସଙ୍ଗ୍‌ କରାଯିବା ନେଇ ସିଣ୍ଡିକେଟ୍‌ର ସ୍ୱୀକୃତୀ ମିଳିଛି ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ଭିସି ଅଶୋକ ଦାସ କହିଛନ୍ତି। ଏହି ଥିମ୍‌ ସଙ୍ଗର […]

Utkal-University-21

Utkal-University-21

Rakesh Mallick
  • Published: Monday, 15 February 2016
  • Updated: 16 February 2016, 02:05 AM IST

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ପ୍ରସ୍ତୁତ ହୋଇଛି ଥିମ୍ ସଙ୍ଗ। ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି। ଆସନ୍ତାକାଲି ବିଶ୍ୱବିଦ୍ୟାଳୟର ୪୭ତମ ସମାବର୍ତ୍ତନ ଉତ୍ସବରେ ବିଧିବଦ୍ଧ ଭାବେ ଏହା ଘୋଷଣା କରାଯିବ। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଗୋଦାବରୀଶ ମିଶ୍ରଙ୍କ ଗୀତି କବିତା ‘ତୁଙ୍ଗ ଶିଖର ଚୂଳ’କୁ ବିଶ୍ୱବିଦ୍ୟାଳୟ ଥିମ୍‌ ସଙ୍ଗ୍‌ କରାଯିବା ନେଇ ସିଣ୍ଡିକେଟ୍‌ର ସ୍ୱୀକୃତୀ ମିଳିଛି ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ଭିସି ଅଶୋକ ଦାସ କହିଛନ୍ତି। ଏହି ଥିମ୍‌ ସଙ୍ଗର ଅବଧି ରହିଛି ୨ ମିନିଟ୍ ୩୨ ସେକେଣ୍ଡ୍। ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ତଥା ବିଶିଷ୍ଟ କଣ୍ଠଶିଳ୍ପୀ ମିତାଲି ଚିନ୍ନାରା ଏହାକୁ ପ୍ରସ୍ତୁତ କରିଛନ୍ତି। ଆସନ୍ତାକାଲି ୪୭ତମ ସମାବର୍ତ୍ତନ ଉତ୍ସବରେ ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଏସ.ସି ଜମିର ଏବଂ ବିଶିଷ୍ଟ ପରମାଣୁ ବିଜ୍ଞାନୀ ପଦ୍ମଶ୍ରୀ ପ୍ରଫେସର ଶ୍ରୀକୁମାର ବାନାର୍ଜୀ ଯୋଗଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story