ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର : ଆସନ୍ତା ୪ଦିନ ମଧ୍ୟରେ ରାଜ୍ୟରେ ପୁଣି ବଢ଼ିପାରେ ବର୍ଷାର ପରିମାଣ

ଭୁବନେଶ୍ୱର: ଆସନ୍ତା ୪ଦିନ ମଧ୍ୟରେ ରାଜ୍ୟରେ ପୁଣି ବଢ଼ିପାରେ ବର୍ଷା ପରିମାଣ। ୨୮ ତାରିଖ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ଏହାର ପ୍ରଭାବରେ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।  ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ସେପଟେ ଚଳିତବର୍ଷ ଓଡ଼ିଶାରେ ୮ ପ୍ରତିଶତ କମ୍ ବର୍ଷା ହୋଇଛି। ସୋନପୁର, କନ୍ଧମାଳ, ଖୋର୍ଦ୍ଧା ଏବଂ ବଲାଙ୍ଗିର ଜିଲ୍ଲାରେ […]

brasha

brasha

Rakesh Mallick
  • Published: Thursday, 24 September 2015
  • Updated: 24 September 2015, 10:19 AM IST

Sports

Latest News

ଭୁବନେଶ୍ୱର: ଆସନ୍ତା ୪ଦିନ ମଧ୍ୟରେ ରାଜ୍ୟରେ ପୁଣି ବଢ଼ିପାରେ ବର୍ଷା ପରିମାଣ। ୨୮ ତାରିଖ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ଏହାର ପ୍ରଭାବରେ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।  ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ସେପଟେ ଚଳିତବର୍ଷ ଓଡ଼ିଶାରେ ୮ ପ୍ରତିଶତ କମ୍ ବର୍ଷା ହୋଇଛି। ସୋନପୁର, କନ୍ଧମାଳ, ଖୋର୍ଦ୍ଧା ଏବଂ ବଲାଙ୍ଗିର ଜିଲ୍ଲାରେ ବୃଷ୍ଟିପାତ କମ୍ ହୋଇଛି। ଏଲନିନୋ ପ୍ରଭାବରେ ବର୍ଷା କମିଥିବା ପାଣିପାଗ ବିଭାଗ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story