ଝାମ୍ପି ନେଲେ ୫ଭରିର ସୁନା ଚେନ୍

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ବ୍ୟାଙ୍କ କଲୋନୀ ଜଣେ ବୃଦ୍ଧାଙ୍କଠାରୁ ୫ ଭରିର ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ। ଉକ୍ତ ମହିଳାଙ୍କ ନାଁ ଜି. ମାଙ୍ଗେୟାମ୍ମା। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ବେଳେ ମାଙ୍ଗେୟାମ୍ମା ବଜାରକୁ ଯାଇଥିଲେ। ସେଠାରୁ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ମୁହଁ ଘୋଡାଇ ଏକ ବାଇକ୍‌ରେ ଆସି ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଚମ୍ପଟ ମାରିଥିଲେ। ଏନେଇ ବୃଦ୍ଧାଙ୍କ ପକ୍ଷରୁ ରାୟଗଡ଼ା ଥାନାରେ […]

looot

looot

Tapaswini Nayak
  • Published: Thursday, 17 October 2019
  • Updated: 17 October 2019, 02:44 PM IST

Sports

Latest News

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ବ୍ୟାଙ୍କ କଲୋନୀ ଜଣେ ବୃଦ୍ଧାଙ୍କଠାରୁ ୫ ଭରିର ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ। ଉକ୍ତ ମହିଳାଙ୍କ ନାଁ ଜି. ମାଙ୍ଗେୟାମ୍ମା।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ବେଳେ ମାଙ୍ଗେୟାମ୍ମା ବଜାରକୁ ଯାଇଥିଲେ। ସେଠାରୁ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ମୁହଁ ଘୋଡାଇ ଏକ ବାଇକ୍‌ରେ ଆସି ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଚମ୍ପଟ ମାରିଥିଲେ। ଏନେଇ ବୃଦ୍ଧାଙ୍କ ପକ୍ଷରୁ ରାୟଗଡ଼ା ଥାନାରେ ଏତଲା ଦିଆଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story