ଜଳିଗଲା ଦୁଇଟି ଚଳନ୍ତା କାର୍

ଭୁବନେଶ୍ୱର/ ନୂଆପଡ଼ା(ଓଡ଼ିଶା ରିପୋର୍ଟର): ଚଳନ୍ତା ଅବସ୍ଥାରେ ଜଳିଗଲା ଦୁଇଟି କାର୍‌। ରାଜ୍ୟରେ ଦୁଇଟି ସ୍ଥାନରେ ଏହି ଅଘଟଣା ଘଟିଛି। ଭୁବନେଶ୍ୱର-କଟକ ରାସ୍ତା ଫୁଲନଖରା ଫ୍ଲାଏଓଭର ବ୍ରିଜ୍  ଉପରେ ଗୋଟିଏ ଚଳନ୍ତା କାର୍‌ ଜଳିଯାଇଛି। କାର୍‌ଟି ଭୁବନେଶ୍ୱରରୁ କଟକ ଯାଉଥିଲା। ସୌଭାଗ୍ୟବଶତଃ କାରରେ ଥିବା ୩ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।  ଅଗ୍ନିକାଣ୍ଡର ଖବର ପାଇଁ ଘଟଣାସ୍ଥଳରେ ସଦରଥାନା, ଫୁଲନଖର ଟ୍ରାଫିକ୍ ପୋଲିସ୍  ଓ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ସେହିପରି ନୂଆପଡ଼ା ଜିଲ୍ଲା କୋମନା […]

Rakesh Mallick
  • Published: Friday, 08 September 2017
  • Updated: 08 September 2017, 03:09 PM IST

Sports

Latest News

ଭୁବନେଶ୍ୱର/ ନୂଆପଡ଼ା(ଓଡ଼ିଶା ରିପୋର୍ଟର): ଚଳନ୍ତା ଅବସ୍ଥାରେ ଜଳିଗଲା ଦୁଇଟି କାର୍‌। ରାଜ୍ୟରେ ଦୁଇଟି ସ୍ଥାନରେ ଏହି ଅଘଟଣା ଘଟିଛି। ଭୁବନେଶ୍ୱର-କଟକ ରାସ୍ତା ଫୁଲନଖରା ଫ୍ଲାଏଓଭର ବ୍ରିଜ୍  ଉପରେ ଗୋଟିଏ ଚଳନ୍ତା କାର୍‌ ଜଳିଯାଇଛି। କାର୍‌ଟି ଭୁବନେଶ୍ୱରରୁ କଟକ ଯାଉଥିଲା। ସୌଭାଗ୍ୟବଶତଃ କାରରେ ଥିବା ୩ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।  ଅଗ୍ନିକାଣ୍ଡର ଖବର ପାଇଁ ଘଟଣାସ୍ଥଳରେ ସଦରଥାନା, ଫୁଲନଖର ଟ୍ରାଫିକ୍ ପୋଲିସ୍  ଓ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା।

ସେହିପରି ନୂଆପଡ଼ା ଜିଲ୍ଲା କୋମନା ଥନା ଅନ୍ତର୍ଗତ ଉଦ୍ୟାନବନ୍ଧରେ ମଧ୍ୟ ଆଉ ଗୋଟିଏ ଚଳନ୍ତା କାରରେ ନିଆଁ ଲାଗିଯାଇଥିଲା।  ଅଗ୍ନିକାଣ୍ଡରୁ ଅଳ୍ପକେ କାର୍ ଚାଳକ ବର୍ତ୍ତିଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story