ଜଳିଗଲା ଦୁଇଟି ଚଳନ୍ତା କାର୍

ଭୁବନେଶ୍ୱର/ ନୂଆପଡ଼ା(ଓଡ଼ିଶା ରିପୋର୍ଟର): ଚଳନ୍ତା ଅବସ୍ଥାରେ ଜଳିଗଲା ଦୁଇଟି କାର୍‌। ରାଜ୍ୟରେ ଦୁଇଟି ସ୍ଥାନରେ ଏହି ଅଘଟଣା ଘଟିଛି। ଭୁବନେଶ୍ୱର-କଟକ ରାସ୍ତା ଫୁଲନଖରା ଫ୍ଲାଏଓଭର ବ୍ରିଜ୍  ଉପରେ ଗୋଟିଏ ଚଳନ୍ତା କାର୍‌ ଜଳିଯାଇଛି। କାର୍‌ଟି ଭୁବନେଶ୍ୱରରୁ କଟକ ଯାଉଥିଲା। ସୌଭାଗ୍ୟବଶତଃ କାରରେ ଥିବା ୩ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।  ଅଗ୍ନିକାଣ୍ଡର ଖବର ପାଇଁ ଘଟଣାସ୍ଥଳରେ ସଦରଥାନା, ଫୁଲନଖର ଟ୍ରାଫିକ୍ ପୋଲିସ୍  ଓ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା।

ସେହିପରି ନୂଆପଡ଼ା ଜିଲ୍ଲା କୋମନା ଥନା ଅନ୍ତର୍ଗତ ଉଦ୍ୟାନବନ୍ଧରେ ମଧ୍ୟ ଆଉ ଗୋଟିଏ ଚଳନ୍ତା କାରରେ ନିଆଁ ଲାଗିଯାଇଥିଲା।  ଅଗ୍ନିକାଣ୍ଡରୁ ଅଳ୍ପକେ କାର୍ ଚାଳକ ବର୍ତ୍ତିଯାଇଥିଲେ।

 

ଆହୁରି ପଢ଼ନ୍ତୁ

ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦାବି ମାନିନିଅନ୍ତୁ ସରକାର: କଂଗ୍ରେସ

ଶାରଳା ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ମନୋଜ ପଣ୍ଡାଙ୍କ ବିୟୋଗ

୨ ଲକ୍ଷ ପିଲାଙ୍କ ପାଇଁ ପରୀକ୍ଷା କରିବା ସମ୍ଭବ ନୁହେଁ: କେନ୍ଦ୍ରକୁ ଜଣାଇଲା ଓଡ଼ିଶା

ସଚିବସ୍ତରୀୟ ବୈଠକ: ମହାମାରୀରେ ବି ରାଜ୍ୟର ଅଣଟିକସ ରାଜସ୍ୱ ବୃଦ୍ଧି

କେଉଁ ଫର୍ମୁଲାକୁ ଅପଣାଇବେ ସରକାର? ସ୍କୁଲ ଖୋଲିଲେ ନିଷ୍ପତ୍ତି

କେନ୍ଦ୍ରାପଡ଼ାବାସୀଙ୍କୁ ଖୁସି ଖବର ଦେଲେ ବୈଜୟନ୍ତ

ବିଜେଡିକୁ ମିଳୁନାହାନ୍ତି ଦକ୍ଷ-ସ୍ୱଚ୍ଛ ଯୁବ ଓ ଛାତ୍ର ମୁଖିଆ, କସରତ ଜାରି

ମୋ ହାତରେ ଲାଗିଛି ପ୍ରମାଣ, ସବୁ ଖୋଲାସା କରିବି

ମଦ୍ୟପଙ୍କ ମନର ବେଦନା ଶୁଣିଲେ ସରକାର! ରେଟ୍‌ କମିଲା

ଆରୋଗ୍ୟ ହେଲେ ୪୦୧ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ହୋଲଡିଂ ଟିକସ ରିହାତି ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି

ଦଳୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ମାନିଲେନି ସାମାଜିକ ଦୂରତ୍ୱ