ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି କର୍ମୀଙ୍କ କଳାପତାକା ପ୍ରଦର୍ଶନକୁ ନେଇ ବାଲେଶ୍ୱରରେ ବିଜେପି ପକ୍ଷରୁ ବିକ୍ଷୋଭ

ବାଲେଶ୍ୱର: ବରଗଡ଼ରେ ବିଜେପି ବିକାଶ ସମାବେଶରେ ଯୋଗ ଦେବାକୁ ଆସିଥିବା ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ  ବିଜେଡି କର୍ମୀ କଳାପତାକା ପ୍ରଦର୍ଶନ ଓ ତାଙ୍କ ଗାଡ଼ି ଭଙ୍ଗାରୁଜା ଘଟଣାରେ ଆଜି ବାଲେଶ୍ୱରରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳର ବହୁ କର୍ମୀ ଓ ସମର୍ଥକ ଏହ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ବିଜେପି କର୍ମୀ କହିଛନ୍ତି,  “ବରଗଡ଼ରେ  ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ଆଜି ବାଲେଶ୍ୱରରେ ବିଜେପି  ଯୁବ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ […]

bjp

bjp

Rakesh Mallick
  • Published: Saturday, 25 June 2016
  • Updated: 25 June 2016, 01:39 PM IST

Sports

Latest News

ବାଲେଶ୍ୱର: ବରଗଡ଼ରେ ବିଜେପି ବିକାଶ ସମାବେଶରେ ଯୋଗ ଦେବାକୁ ଆସିଥିବା ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ  ବିଜେଡି କର୍ମୀ କଳାପତାକା ପ୍ରଦର୍ଶନ ଓ ତାଙ୍କ ଗାଡ଼ି ଭଙ୍ଗାରୁଜା ଘଟଣାରେ ଆଜି ବାଲେଶ୍ୱରରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳର ବହୁ କର୍ମୀ ଓ ସମର୍ଥକ ଏହ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଜଣେ ବିଜେପି କର୍ମୀ କହିଛନ୍ତି,  “ବରଗଡ଼ରେ  ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ଆଜି ବାଲେଶ୍ୱରରେ ବିଜେପି  ଯୁବ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯାଇଛି। ବିଜେପି  ଯୁବ ମୋର୍ଚ୍ଚା ପକ୍ଷରୁ ଦାବି  କରାଯାଉଛି ଏହି ଘଟଣା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦିଅନ୍ତୁ। ବିଜେଡି ଷଡଯନ୍ତ୍ର କରି ଏପରି ଘଟଣା ଘଟାଇଛି। ବିଜେଡି ଯେଉଁ ଘଟଣା ଘଟାଇଲା ତାହାକୁ  ବିଜେପି  ଯୁବ ମୋର୍ଚ୍ଚା ନିନ୍ଦା କରୁଛି।  ଏହି ଘଟଣାକୁ ନେଇ ବିଜେପି ଯୁବ ମୋର୍ଚ୍ଚା  ଆଗକୁ ଆନ୍ଦୋଳନ ତୀବ୍ରତର କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story