ଆହାଃ! ପୁଣି ଅଲୋଡ଼ା ହେଲେ ଶୈଶବ: ଜଙ୍ଗଲରୁ ମିଳିଲେ ଦୁଇ ଶିଶୁ

କେନ୍ଦୁଝର/ଫୁଲବାଣୀ: ପିଲାଟିଏ ପାଇଁ କିଏ କଣ ନକରୁଛି। କେତେ ଦିଅଦେବତାଙ୍କୁ ପୂଜା କରୁଛି। ହେଲେ ଆଜିର ସଭ୍ୟ ସମାଜରେ ମଣିଷ ଯେତେ ଶିକ୍ଷିତ ହେଲେ ମଧ୍ୟ ଅଶିକ୍ଷିତଙ୍କ ପରି କାମ କରୁଛନ୍ତି। ଶୈଶବକୁ ଜଙ୍ଗଲରେ ଜୀବଜନ୍ତୁଙ୍କ ଆଗରେ ଫିଙ୍ଗି ଦେଉଛି। ଯାହା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଏପରି ଘଟଣା କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଜଙ୍ଗଲରେ ୧୫ ଦିନର ଶିଶୁ ପୁତ୍ରକୁ ଆଜି ଉଦ୍ଧାର କରାଯାଇଛି। ଜଙ୍ଗଲରେ ଶିଶୁ ପଡ଼ିଥିବା […]

two-child-found-from-jungle

two-child-found-from-jungle

Rakesh Mallick
  • Published: Friday, 11 August 2017
  • Updated: 11 August 2017, 04:51 PM IST

Sports

Latest News

କେନ୍ଦୁଝର/ଫୁଲବାଣୀ: ପିଲାଟିଏ ପାଇଁ କିଏ କଣ ନକରୁଛି। କେତେ ଦିଅଦେବତାଙ୍କୁ ପୂଜା କରୁଛି। ହେଲେ ଆଜିର ସଭ୍ୟ ସମାଜରେ ମଣିଷ ଯେତେ ଶିକ୍ଷିତ ହେଲେ ମଧ୍ୟ ଅଶିକ୍ଷିତଙ୍କ ପରି କାମ କରୁଛନ୍ତି। ଶୈଶବକୁ ଜଙ୍ଗଲରେ ଜୀବଜନ୍ତୁଙ୍କ ଆଗରେ ଫିଙ୍ଗି ଦେଉଛି। ଯାହା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଏପରି ଘଟଣା କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଜଙ୍ଗଲରେ ୧୫ ଦିନର ଶିଶୁ ପୁତ୍ରକୁ ଆଜି ଉଦ୍ଧାର କରାଯାଇଛି। ଜଙ୍ଗଲରେ ଶିଶୁ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଚାଇଲ୍ଡ ଲାଇନ୍‌କୁ ଖବର ଦେଇଥିଲେ। ଖବର ପାଇ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ବାଲିଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। ତେବେ ଜଙ୍ଗଲରେ ଶିଶୁ କେମିତି ଆସିଲା ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସେହିପରି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଜମିଡିହି ଗାଁ ପାଖ ଜଙ୍ଗଲରୁ ଜଣେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଗାଁ ଲୋକେ ଚାଷ କାମ କରିବାକୁ ଯାଉଥିବା ବେଳେ ଜଙ୍ଗଲରୁ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ। ଏ ସମ୍ପର୍କରେ ଅଙ୍ଗନବାଡ଼ି କର୍ମୀଙ୍କୁ ଖବର ଦେଇଥିଲେ। ଅଙ୍ଗନବାଡ଼ି କର୍ମୀ ପିଲାଟିକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ମାତ୍ର ଶିଶୁପୁତ୍ରର ପରିଚୟ ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story