ମହାନଦୀ ଲଢ଼େଇ: ଗଠନ ହେଲା ଦୁଇଟି କମିଟି

ଭୁବନେଶ୍ୱର: ମହାନଦୀ ମହାବିବାଦ ପ୍ରସଙ୍ଗରେ ବିଧାନସଭାରେ ଗଠନ ହୋଇଛି ଦୁଇଟି କମିଟି। ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ଗୃହ କମିଟି ଗଠନ ହୋଇଛି। ଉଭୟ ଗୃହ କମିଟି ଓ ସର୍ବଦଳୀୟ ଗୃହ କମିଟିରେ ବିରୋଧୀ ଦଳ ନେତା, ବିଜେପି ବିଧାୟକ ଦଳ ନେତାଙ୍କ  ସମେତ ୧୫ ଜଣ  ଲେଖାଁଏ ସଦସ୍ୟ  ଅଛନ୍ତି।  ସର୍ବଦଳୀୟ ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିବାଦ ସମାଧାନ ପାଇଁ ଉଦ୍ୟମ […]

mahanadiimage

mahanadiimage

Rakesh Mallick
  • Published: Thursday, 14 December 2017
  • Updated: 14 December 2017, 08:44 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ମହାବିବାଦ ପ୍ରସଙ୍ଗରେ ବିଧାନସଭାରେ ଗଠନ ହୋଇଛି ଦୁଇଟି କମିଟି। ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ଗୃହ କମିଟି ଗଠନ ହୋଇଛି। ଉଭୟ ଗୃହ କମିଟି ଓ ସର୍ବଦଳୀୟ ଗୃହ କମିଟିରେ ବିରୋଧୀ ଦଳ ନେତା, ବିଜେପି ବିଧାୟକ ଦଳ ନେତାଙ୍କ  ସମେତ ୧୫ ଜଣ  ଲେଖାଁଏ ସଦସ୍ୟ  ଅଛନ୍ତି।  ସର୍ବଦଳୀୟ ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିବାଦ ସମାଧାନ ପାଇଁ ଉଦ୍ୟମ କରିବ। ଆଉ ଗୃହ କମିଟି ବିବାଦର ସମାଧାନ ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos