ଆଜି ଯୁକ୍ତଦୁଇ କେମିଷ୍ଟ୍ରୀ ପରୀକ୍ଷା

ଭୁବନେଶ୍ୱର: ଯୁକ୍ତଦୁଇ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ପରେ ବାତିଲ ହୋଇଥିବା କେମିଷ୍ଟ୍ରୀ ପେପରର ପରୀକ୍ଷା ଆଜି ଅନୁଷ୍ଠିତ ହେବ। ଗତ ୧୪ ତାରିଖରେ ଗଣିତ ପରୀକ୍ଷା ଥିବା ବେଳେ ରାଜ୍ୟର ୧୪ଟି ପରୀକ୍ଷା କେନ୍ଦ୍ରରେ କେମିଷ୍ଟ୍ରୀ ପ୍ରଶ୍ନପତ୍ର ବାହାରି ଥିଲା। ଏହା ଜଣାପଡିବା ପରେ କେମିଷ୍ଟ୍ରୀ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା। ୧୬ରେ ହେବାକୁ ଥିବା କେମିଷ୍ଟ୍ରୀ ପରୀକ୍ଷାକୁ ଆଜି କରାଯିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି ନେଇଥିଲା। ଆଜି ଅପରାହ୍ନ ୨ଟାରୁ ପରୀକ୍ଷା ଆରମ୍ଭ ହୋଇ […]

plus-two

plus-two

Rakesh Mallick
  • Published: Thursday, 30 March 2017
  • Updated: 30 March 2017, 07:44 PM IST

Sports

Latest News

ଭୁବନେଶ୍ୱର: ଯୁକ୍ତଦୁଇ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ପରେ ବାତିଲ ହୋଇଥିବା କେମିଷ୍ଟ୍ରୀ ପେପରର ପରୀକ୍ଷା ଆଜି ଅନୁଷ୍ଠିତ ହେବ। ଗତ ୧୪ ତାରିଖରେ ଗଣିତ ପରୀକ୍ଷା ଥିବା ବେଳେ ରାଜ୍ୟର ୧୪ଟି ପରୀକ୍ଷା କେନ୍ଦ୍ରରେ କେମିଷ୍ଟ୍ରୀ ପ୍ରଶ୍ନପତ୍ର ବାହାରି ଥିଲା। ଏହା ଜଣାପଡିବା ପରେ କେମିଷ୍ଟ୍ରୀ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା। ୧୬ରେ ହେବାକୁ ଥିବା କେମିଷ୍ଟ୍ରୀ ପରୀକ୍ଷାକୁ ଆଜି କରାଯିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି ନେଇଥିଲା।

ଆଜି ଅପରାହ୍ନ ୨ଟାରୁ ପରୀକ୍ଷା ଆରମ୍ଭ ହୋଇ ୫ଟାରେ ସରିବ। ପ୍ରାୟ ୧ ଳକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ।

ଅବଜର୍ଭରଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲିବାକୁ ଓ କୌଣସି ତ୍ରୁଟି ଥିଲେ ତୁରନ୍ତ ସମ୍ପୃକ୍ତ ଜୋନ ଏବଂ ମୁଖ୍ୟ କାର୍ଯ୍ୟାଳୟକୁ ଜଣାଇବାକୁ ପରୀକ୍ଷା କେନ୍ଦ୍ର ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story