ମାଆ ଓ ପୁଅଙ୍କ ଜୀବନ ଚାଲିଗଲା: ଅଧା ରହିଗଲା...

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜ।ମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପୋଚିଲିମାଠାରେ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। କଞ୍ଚୁଡ଼ୁ ଗ୍ରାମର ଭବାନୀ ଶଙ୍କର ଦାସ ଓ ତାଙ୍କ ମାଆ ଚନ୍ଦ୍ରମା ଦାସ ଭୋଜି ଖାଇବା ପାଇଁ ମୋଟର ସାଇକେଲରେ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିଲେ। ତେବେ ରାସ୍ତା କଡ଼ରେ ଠିଆ ହୋଇଥିବା ଗ୍ୟାସ୍ ହାଣ୍ଡି ବୋଝେଇ ଟ୍ରକକୁ ପଛ ପଟୁ ସେମାନେ ପିଟି ହୋଇଯାଇଥିଲେ। ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଘଟଣା […]

accident

accident

Rakesh Mallick
  • Published: Tuesday, 23 January 2018
  • Updated: 23 January 2018, 06:20 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜ।ମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପୋଚିଲିମାଠାରେ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। କଞ୍ଚୁଡ଼ୁ ଗ୍ରାମର ଭବାନୀ ଶଙ୍କର ଦାସ ଓ ତାଙ୍କ ମାଆ ଚନ୍ଦ୍ରମା ଦାସ ଭୋଜି ଖାଇବା ପାଇଁ ମୋଟର ସାଇକେଲରେ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିଲେ। ତେବେ ରାସ୍ତା କଡ଼ରେ ଠିଆ ହୋଇଥିବା ଗ୍ୟାସ୍ ହାଣ୍ଡି ବୋଝେଇ ଟ୍ରକକୁ ପଛ ପଟୁ ସେମାନେ ପିଟି ହୋଇଯାଇଥିଲେ। ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos