ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ୨ ମୃତ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଦୀପାବଳି ପୂର୍ବରୁ ଆଜି ଭୁବନେଶ୍ୱର ଉପକଣ୍ଠରେ ଏକ ଅଘଟଣ ଘଟିଛି। ବନମାଳିପୁର ନୂଆସାହିରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ସ୍ୱାମୀ ଓ ସ୍ତ୍ରୀ ବୋଲି ସୂଚନା ମିଳିଛି। ଜଣଙ୍କର ହାତଗୋଡ଼ ଛିଡ଼ି ଯାଇଛି। ଗୁରୁତରଙ୍କୁ ଅଠାନ୍ତର ମେଡିକାଲରେ ଭର୍ତ୍ତି କରାଯାଇଛି। ବାଣ ବିସ୍ଫୋରଣ ପରେ ଘରେ ନିଆଁ ଲାଗି ଯାଇଥିଲା। ପ୍ରଚଣ୍ଡ ବିସ୍ଫୋରଣରେ ତିନି ରୁମ୍ ବିଶିଷ୍ଟ କୋଠାଘର ଛିନ୍‌ଛତ୍ର ହୋଇଯାଇଛି। […]

cracker

cracker

Jitendra Garnayak
  • Published: Thursday, 01 November 2018
  • Updated: 01 November 2018, 02:12 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଦୀପାବଳି ପୂର୍ବରୁ ଆଜି ଭୁବନେଶ୍ୱର ଉପକଣ୍ଠରେ ଏକ ଅଘଟଣ ଘଟିଛି।

ବନମାଳିପୁର ନୂଆସାହିରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ସ୍ୱାମୀ ଓ ସ୍ତ୍ରୀ ବୋଲି ସୂଚନା ମିଳିଛି। ଜଣଙ୍କର ହାତଗୋଡ଼ ଛିଡ଼ି ଯାଇଛି। ଗୁରୁତରଙ୍କୁ ଅଠାନ୍ତର ମେଡିକାଲରେ ଭର୍ତ୍ତି କରାଯାଇଛି।

ବାଣ ବିସ୍ଫୋରଣ ପରେ ଘରେ ନିଆଁ ଲାଗି ଯାଇଥିଲା। ପ୍ରଚଣ୍ଡ ବିସ୍ଫୋରଣରେ ତିନି ରୁମ୍ ବିଶିଷ୍ଟ କୋଠାଘର ଛିନ୍‌ଛତ୍ର ହୋଇଯାଇଛି। ଘରର କାନ୍ଥ ଭୁଶୁଡ଼ି ପଡ଼ିଛି।

ଗାଁରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos