ମୁଖ୍ୟସ୍ରୋତରେ ସାମିଲ ହେଲେ ଦୁଇ କ୍ୟାଡ଼ର ମାଓବାଦୀ

କୋରାପୁଟ: ଆଜି ଦୁଇ କ୍ୟାଡର ମାଓବାଦୀ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ସେମାନେ ପକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଏସ୍‌ ସାଇନିଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଛତିଶଗଡ଼ କ୍ୟାଡର ମାଓବାଦୀ ସନୁ। ଅନ୍ୟ ଜଣକ ହେଉଛନ୍ତି ଓଡ଼ିଶା କ୍ୟାଡ଼ର ବିଦ୍ୟା। ଉଭୟଙ୍କ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।

C_oii0LUAAIhmws

C_oii0LUAAIhmws

Rakesh Mallick
  • Published: Friday, 12 May 2017
  • Updated: 12 May 2017, 10:01 PM IST

Sports

Latest News

କୋରାପୁଟ: ଆଜି ଦୁଇ କ୍ୟାଡର ମାଓବାଦୀ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ସେମାନେ ପକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଏସ୍‌ ସାଇନିଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଛତିଶଗଡ଼ କ୍ୟାଡର ମାଓବାଦୀ ସନୁ। ଅନ୍ୟ ଜଣକ ହେଉଛନ୍ତି ଓଡ଼ିଶା କ୍ୟାଡ଼ର ବିଦ୍ୟା। ଉଭୟଙ୍କ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos