ବିଚ୍‌ ବଜାରରେ ପୋଲିସ୍‌କୁ ଚପଲରେ ପିଟିଲେ

ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଜ ବଜାରରେ ହେଲ୍‌ମେଟ୍ ଚେକିଂ ବେଳେ ଏକ ଦମ୍ପତି ଦୁଇ ଜଣ ପୋଲିସ୍ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ମହିଳା ଜଣଙ୍କ ଚପଲରେ ମାଡ଼ ମାରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ବାହାନାଗା ବ୍ଲକ୍ ସାଉଡ଼ ଫାଣ୍ଡିର ଏଏସ୍‌ଆଇ ଶରତ ଚନ୍ଦ୍ର ଧଳ ଏବଂ କନଷ୍ଟେବଳ ଗଙ୍ଗାଧର ବେହେରା ଅଞ୍ଜ ବଜାରରେ ଗାଡ଼ିମୋଟର ଯାଞ୍ଚ କରିବା ସହିତ ହେଲ୍‌ମେଟ୍ ଚେକିଂ କରୁଥିଲେ। ଏହି ସମୟରେ […]

police

police

Rakesh Mallick
  • Published: Sunday, 06 May 2018
  • Updated: 06 May 2018, 10:46 PM IST

Sports

Latest News

ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଜ ବଜାରରେ ହେଲ୍‌ମେଟ୍ ଚେକିଂ ବେଳେ ଏକ ଦମ୍ପତି ଦୁଇ ଜଣ ପୋଲିସ୍ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ମହିଳା ଜଣଙ୍କ ଚପଲରେ ମାଡ଼ ମାରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ବାହାନାଗା ବ୍ଲକ୍ ସାଉଡ଼ ଫାଣ୍ଡିର ଏଏସ୍‌ଆଇ ଶରତ ଚନ୍ଦ୍ର ଧଳ ଏବଂ କନଷ୍ଟେବଳ ଗଙ୍ଗାଧର ବେହେରା ଅଞ୍ଜ ବଜାରରେ ଗାଡ଼ିମୋଟର ଯାଞ୍ଚ କରିବା ସହିତ ହେଲ୍‌ମେଟ୍ ଚେକିଂ କରୁଥିଲେ। ଏହି ସମୟରେ ସୋଇରୁ କସିରୁଦ୍ଦିନ ସାହା ତାଙ୍କ ସ୍ତ୍ରୀଙ୍କ ସହିତ ବାଇକ୍ ଯୋଗେ ନିଜ ଗ୍ରାମ ସାହାସପୁରାକୁ ଯାଉଥିବା ବେଳେ ହେଲ୍‌ମେଟ୍ ପିନ୍ଧି ନଥିବାରୁ ତାଙ୍କୁ ପୋଲିସ୍ ଅଟକାଇଥିଲା। ଏହାକୁ ନେଇ ପୋଲିସ୍‌ ସହିତ ଏହି ଦମ୍ପତିଙ୍କର ପାଟିତୁଣ୍ଡ ହୋଇଥିଲା। ଏହା ପରେ ସ୍ୱାମୀସ୍ତ୍ରୀ ଦୁଇ ଜଣ ଯାକ ପୋଲିସ୍‌ କର୍ମଚାରୀ ଦ୍ୱୟଙ୍କୁ ପିଟିଥିଲେ।

ସୋର ଓ ଖନ୍ତପଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story