ପ୍ରମୋଦିନୀ ଏସିଡ୍ ମାଡ଼ ଘଟଣା: ତଦନ୍ତରେ ଅବହେଳା ପାଇଁ ଦୁଇ ପୋଲିସ୍ ଅଧିକାରୀ ନିଲମ୍ବିତ

ଜଗତସିଂପୁର: ଜଗତସିଂହପୁର ତିର୍ତ୍ତୋଲର ପ୍ରମୋଦିନୀ ରାଉଳ ଏସିଡ୍ ମାଡ଼ ଘଟଣାରେ ଦୁଇ ପୋଲିସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତତ୍‌କାଳୀନ ତଦନ୍ତକାରୀ ଅଧିକାରୀ ଶଙ୍କର୍ଷଣ ଦଳେଇ ଏବଂ ଡିଏସପି ଆର୍.କେ.ଜେନାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଉଭୟଙ୍କ ବିରୋଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ସଂପୂର୍ଣ୍ଣ ନ କରି ମାମଲା ବନ୍ଦ କରିଥିବା ଅଭିଯୋଗରେ ଉଭୟଙ୍କୁ ନିଲମ୍ବିତ କରାଯାଇଛି। ଅଭିଯୁକ୍ତଙ୍କ ସମ୍ପର୍କରେ ଭୁଲ୍ ତଥ୍ୟ ଦିଆଯାଇଥିବା ଦର୍ଶାଇ ୨୦୧୨ରେ […]

j-444

j-444

Rakesh Mallick
  • Published: Friday, 01 December 2017
  • Updated: 01 December 2017, 08:15 AM IST

Sports

Latest News

ଜଗତସିଂପୁର: ଜଗତସିଂହପୁର ତିର୍ତ୍ତୋଲର ପ୍ରମୋଦିନୀ ରାଉଳ ଏସିଡ୍ ମାଡ଼ ଘଟଣାରେ ଦୁଇ ପୋଲିସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତତ୍‌କାଳୀନ ତଦନ୍ତକାରୀ ଅଧିକାରୀ ଶଙ୍କର୍ଷଣ ଦଳେଇ ଏବଂ ଡିଏସପି ଆର୍.କେ.ଜେନାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଉଭୟଙ୍କ ବିରୋଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ସଂପୂର୍ଣ୍ଣ ନ କରି ମାମଲା ବନ୍ଦ କରିଥିବା ଅଭିଯୋଗରେ ଉଭୟଙ୍କୁ ନିଲମ୍ବିତ କରାଯାଇଛି। ଅଭିଯୁକ୍ତଙ୍କ ସମ୍ପର୍କରେ ଭୁଲ୍ ତଥ୍ୟ ଦିଆଯାଇଥିବା ଦର୍ଶାଇ ୨୦୧୨ରେ ମାମଲାକୁ ବନ୍ଦ କରିଦେଇଥିଲା ପୋଲିସ୍‌। ଶେଷରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାର ରି-ଓପନ୍ କରି ଘଟଣାର ୮ବର୍ଷ ପରେ  ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ଏସିଡ୍ ମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଏବଂ ଜଣେ ସହଯୋଗୀକୁ ଗତ ସପ୍ତାହରେ ପୋଲିସ ଗିରଫ କରିଥିଲା।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ପୀଡ଼ିତା ପ୍ରମୋଦିନୀ। ଏହି ମାମଲା ସହ ରାଜ୍ୟର ବିଭିନ୍ନ ଥାନାରେ ମହିଳା ଓ ଶିଶୁମାନଙ୍କ ସଂପର୍କିତ ମାମଲାର ତଦନ୍ତ ଅଗ୍ରଗତି ସମ୍ପର୍କରେ ୧୫ ଦିନ ଭିତରେ ସମୀକ୍ଷା କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତଦନ୍ତରେ ଅବହେଳା କଲେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ପୋଲିସ ଡିଜିଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story