ଚାଉଳ ବାଟମାରଣା ଅଭିଯୋଗରେ ୨ ମିଲ୍‌ ମାଲିକ ଗିରଫ

କଟକ: ସରକାରୀ ଚାଉଳ ବାଟମାରଣା ଅଭିଯୋଗରେ ଦୁଇ ଜଣ ମିଲ୍‌ ମାଲିକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧା ଶାଖା। ସେମାନେ ହେଲେ ଭଦ୍ରକ ଗଣପତି ଇଣ୍ଡଷ୍ଟ୍ରିଜ ମାଲିକ ପଙ୍କଜ ଅଗ୍ରୱାଲା ଓ ବଡ଼ଚଣାର ସାବିତ୍ରୀ ଇଣ୍ଡଷ୍ଟ୍ରିଜ ମାଲିକ ଦିଲୀପ ଅଗ୍ରୱାଲ। ଏନେଇ କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବିଜୟ କୁମାର ଶର୍ମା କହିଛନ୍ତି,“ଭଦ୍ରକ ସ୍ଥିତ ଗଣପତି ଇଣ୍ଡଷ୍ଟ୍ରିଜ ମାଲିକ ପଙ୍କଜ ଅଗ୍ରୱାଲ ୧କୋଟି ୨୨ ଲକ୍ଷ ମୂଲ୍ୟର ଚାଉଳ ଡେଲିଭରି ଦେଇ ନାହାଁନ୍ତି। ସେହିପରି ଯାଜପୁର ଜିଲ୍ଲା […]

crime branch office

crime branch office

Rakesh Mallick
  • Published: Saturday, 19 August 2017
  • Updated: 19 August 2017, 10:35 PM IST

Sports

Latest News

କଟକ: ସରକାରୀ ଚାଉଳ ବାଟମାରଣା ଅଭିଯୋଗରେ ଦୁଇ ଜଣ ମିଲ୍‌ ମାଲିକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧା ଶାଖା। ସେମାନେ ହେଲେ ଭଦ୍ରକ ଗଣପତି ଇଣ୍ଡଷ୍ଟ୍ରିଜ ମାଲିକ ପଙ୍କଜ ଅଗ୍ରୱାଲା ଓ ବଡ଼ଚଣାର ସାବିତ୍ରୀ ଇଣ୍ଡଷ୍ଟ୍ରିଜ ମାଲିକ ଦିଲୀପ ଅଗ୍ରୱାଲ।

ଏନେଇ କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବିଜୟ କୁମାର ଶର୍ମା କହିଛନ୍ତି,“ଭଦ୍ରକ ସ୍ଥିତ ଗଣପତି ଇଣ୍ଡଷ୍ଟ୍ରିଜ ମାଲିକ ପଙ୍କଜ ଅଗ୍ରୱାଲ ୧କୋଟି ୨୨ ଲକ୍ଷ ମୂଲ୍ୟର ଚାଉଳ ଡେଲିଭରି ଦେଇ ନାହାଁନ୍ତି। ସେହିପରି ଯାଜପୁର ଜିଲ୍ଲା ବଡ଼ଚଣାର ସାବିତ୍ରୀ ଇଣ୍ଡଷ୍ଟ୍ରିଜ ମାଲିକ ଦିଲୀପ ଅଗ୍ରୱାଲ ୩ କୋଟି ଟଙ୍କାର ଚାଉଳ ଡେଲିଭରି ଦେଇ ନାହଁନ୍ତି।”

ଏମାନଙ୍କ ନାଁରେ ଓଡ଼ିଶା ସର୍ଭିଲ୍ ସପ୍ଲାଏ କର୍ପୋରେସନ୍‌ରେ ଏତଲା ଦିଆଯାଇଛି। ଇଓଡବ୍ଲ୍ୟୁ ୨ଟି କେସ୍ ଫାଇଲ୍‌ କରି ଅଧିକ ତଦନ୍ତ ପାଇଁ  ସ୍ୱତନ୍ତ୍ର ଟିମ୍ ଗଠନ କରିଛି।

ଏହି ଦୁଇ ମିଲ୍‌ ମାଲିକ ୪କୋଟିରୁ ଅଧିକ ଟଙ୍କା ମୂଲ୍ୟର ଚାଉଳ ବାଟମାରଣା କରିଥିବା ଅଭିଯୋଗ ହୋଇଛି। ଏହି ଦୁଇ ମାଲିକ ବିଭିନ୍ନ ସମବାୟ ସମିତିଠାରୁ ଧାନ ସଂଗ୍ରହ କରିଥିଲେ ମଧ୍ୟ ଠିକଣା ସମୟରେ ଯୋଗାଣ ବିଭାଗକୁ ଚାଉଳ ଯୋଗାଇ ନ ଥିଲେ। ଏନେଇ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଅଭିଯୋଗ ହେବା ପରେ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଚଢ଼ଉ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story