ରଥାଯାତ୍ରା ପାଇଁ ପ୍ଲାନ ଏ ଓ ବି, ଆସିପାରନ୍ତି ଦୁଇ ଗୁଣା ଭକ୍ତ

ପୁରୀ(ଓଡ଼ିଶା ରିପୋର୍ଟର): ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ବୈଠକ। ଦୁଇ ବର୍ଷ ହେଲା ବିନା ଭକ୍ତରେ ଚାଲିଥିବା ରଥଯାତ୍ରାରେ ଏଥର ଶ୍ରଦ୍ଧାଳୁଙ୍କୁ ମିଳିପାରେ ଅନୁମତି। ଯଦି ଅନୁମତି ମିଳିଲା, ତା’ହେଲେ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଏଥର ଦୁଇଗୁଣା ଭକ୍ତ ଶ୍ରୀକ୍ଷେତ୍ରକୁ ଆସିବାର ଆକଳନ କରିଛି ପ୍ରଶାଦନ। କିନ୍ତୁ ଠିକଣା ସମୟରେ ଯଦି ପୁଣି କରୋନା ଫେରିବ, ତା’ହେଲେ କ’ଣ ହେବ? ଉଭୟ ସମ୍ଭାବନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଆଗାମୀ ଘୋଷଯାତ୍ରା ପାଇଁ […]

Rath-yatra

Rath-yatra

Hemant Lenka
  • Published: Thursday, 05 May 2022
  • Updated: 05 May 2022, 09:42 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ବୈଠକ। ଦୁଇ ବର୍ଷ ହେଲା ବିନା ଭକ୍ତରେ ଚାଲିଥିବା ରଥଯାତ୍ରାରେ ଏଥର ଶ୍ରଦ୍ଧାଳୁଙ୍କୁ ମିଳିପାରେ ଅନୁମତି। ଯଦି ଅନୁମତି ମିଳିଲା, ତା’ହେଲେ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଏଥର ଦୁଇଗୁଣା ଭକ୍ତ ଶ୍ରୀକ୍ଷେତ୍ରକୁ ଆସିବାର ଆକଳନ କରିଛି ପ୍ରଶାଦନ। କିନ୍ତୁ ଠିକଣା ସମୟରେ ଯଦି ପୁଣି କରୋନା ଫେରିବ, ତା’ହେଲେ କ’ଣ ହେବ? ଉଭୟ ସମ୍ଭାବନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଆଗାମୀ ଘୋଷଯାତ୍ରା ପାଇଁ ପ୍ରସ୍ତୁତ କରିଛି ଦୁଇଟି ପ୍ଲାନ।

ମହାମାରୀ କରୋନା ଯୋଗୁ ଦୁଇ ବର୍ଷ ହେଲାଣି ମହାପ୍ରଭୁଙ୍କୁ ରଥ ଉପରେ ଭକ୍ତମାନେ ଚର୍ମ ଚକ୍ଷୁରେ ଦେଖି ନାହାନ୍ତି। ଯଦି ଏଥର ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିବ, ତା’ହେଲେ ୧୫ରୁ ୧୮ ଲକ୍ଷ ଭକ୍ତଙ୍କ ସମାଙ୍ଗମ ଶ୍ରୀକ୍ଷେତ୍ରରେ ହୋଇପାରେ ବୋଲି କୁହାଯାଉଛି।  ଆଗାମୀ ରଥଯାତ୍ରା ଓ ଏତେ ସଂଖ୍ୟକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ଦୁଇ ପ୍ରକାର ପ୍ଲାନ ପ୍ରସ୍ତୁତ କରିଛି।

ପ୍ଲାନ ୧- ଯଦି ପରିସ୍ଥିତି ସ୍ୱାଭାବିକ ରହେ, ତା’ହେଲେ ପୁରୀକୁ ରଥଯାତ୍ରା ଦେଖିବା ପାଇଁ ଦୁଇଗୁଣା ଅଧିକ ଭକ୍ତ ଆସିବେ। ତା’ହେଲେ ଏହାକୁ ନିୟନ୍ତ୍ରଣ କରିବା ପାଇଁ କଣ ସବୁ କରିବାକୁ ପଡ଼ିବ ?

ପ୍ଲାନ୍ ୨-ଯଦି କୋଭିଡ ସଂକ୍ରମଣ ବଢ଼େ, ତେବେ କିଭଳି ହେବ ରଥଯାତ୍ରାର ଆୟୋଜନ? ଏହି ଦୁଇଟି ପ୍ଲାନ ଉପରେ ଆଜି ପ୍ରଶାସନ ମାନସମନ୍ଥନ କରିଛି। ରଥଯାତ୍ରା ୨୦୨୨ ପ୍ରସ୍ତୁତି ପାଇଁ ଆଜି ପୁରୀ ପ୍ରଶାସନର ପ୍ରଥମ ସମୀକ୍ଷା ବୈଠକ ସ୍ଥାନୀୟ ସର୍କିଟ ହାଉସରେ ଅନୁଷ୍ଠିତ ହୋଇଛି। ସମୀକ୍ଷା ବୈଠକ ପରେ ଜିଲ୍ଲାପାଳ ସମର୍ଥନ ବର୍ମା ସୂଚନା ଦେଇ କହିଛନ୍ତି, ଯଦି ଘୋଷଯାତ୍ରାକୁ ଭକ୍ତଙ୍କୁ ଆସିବାକୁ ଅନୁମତି ମିଳେ, ତା’ହାଲେ ସାଧାରଣ ବର୍ଷମାନଙ୍କରେ ଯେତିକି ଶ୍ରଦ୍ଧାଳୁ ଆସୁଥିଲେ, ଏଥର ତା’ଠାରୁ ଦେଢ଼ରୁ ୨ଗୁଣା ଭକ୍ତ ଅଧିକ ଆସିବେ। ଏହାକୁ ନଜରରେ ରଖି ବ୍ୟାପକ ବ୍ୟବସ୍ଥା କରାଯିବ।

ରଥ ନିର୍ମାଣଠାରୁ ଆରମ୍ଭ କରି ଠାକୁରଙ୍କ ନୀତିକାନ୍ତି ସୁପରିଚାଳନା, ସ୍ୱାସ୍ଥ୍ୟ ଓ ପରିମଳ ସହ ପାନୀୟ ଜଳଯୋଗାଣ, ପରିବହନ ଓ ଆଇନଶୃଙ୍ଖଳା ଭଳି ସବୁ ଦିଗକୁ ଅଧିକ ଗୁରୁତ୍ୱର ସହ ବିଚାର କରାଯିବ। ଏଥିପାଇଁ ସବୁ ବିଭାଗକୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ କୁହାଯାଇଛି। ଖୁବଶୀଘ୍ର ଆଉ ଏକ ଉଚ୍ଚସ୍ତରୀୟ ବୈଠକ ବସି ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

ଆଗାମୀ ଜୁନ୍ ୧୪ରେ ସ୍ନାନପୂର୍ଣ୍ଣିମା ଓ ଜୁଲାଇ ୧ରେ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏହାକୁ ଦୃଷ୍ଟିରେ ରଖି ପ୍ରଥମ ରଥଯାତ୍ରା ପ୍ରସ୍ତୁତି ବୈଠକରେ ରେଲେଓ୍ୱ ଓ ଜନସ୍ୱାସ୍ଥ୍ୟ ଭଳି ବିଭିନ୍ନ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ। ଏମାନେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଏମାନେ ବିସ୍ତୃତ ଆଲୋଚନା କରିଛନ୍ତି।

୨ବର୍ଷ ପରେ ପୁଣି ଭକ୍ତଙ୍କ ଗହଣରେ ରଥଯାତ୍ରା ହେବାକୁ ଯାଉଥିବାରୁ ସେବାୟତମାନେ ଖୁସି ପ୍ରକାଶ କରିଛନ୍ତି। ତେବେ ସେମାନେ ଠାକୁରଙ୍କ ସ୍ନାନ ଠାରୁ ଆରମ୍ଭ କରି ରଥଯାତ୍ରା ନୀତିକାନ୍ତି ପାଇଁ ଅତି ଆବଶ୍ୟକ ସାମଗ୍ରୀ ଯଥା ରଥ ଦଉଡ଼ି, ବାସୁଙ୍ଗା ପାଟ ଆଦି ଶୀଘ୍ର ଯୋଗାଣ ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରିଛନ୍ତି। ଏଥିସହ ଶୃଙ୍ଖଳିତ ନୀତିକାନ୍ତିରେ ରଥଯାତ୍ରା ଆୟୋଜନ ପାଇଁ ବି ସେବାୟତମାନା ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପକ୍ଷରେ ଅକ୍ଷୟତୃତୀୟାରୁ ଶ୍ରୀଜୀଉଙ୍କ ଚନ୍ଦନ ଯାତ୍ରା ଚାଲିଥିବାବେଳେ ରଥ ଖଳାରେ ବି ଜୋରସରରେ ରଥ ନିର୍ମାଣ କାମ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story