ରାଉରକେଲା ଗ୍ୟାସ୍ ଲିକ୍ ଘଟଣାରେ ୨ ଭଉଣୀ ମୃତ

ରାଉରକେଲା: ରାଉରକେଲା ସାରନଗରୀ ଇନ୍ଦିରାପାଲି ଗ୍ୟାସ୍ ଲିକ୍ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଭଉଣୀଙ୍କ ମୃତ୍ୟୁ ହୋଇଛି। ଏମାନେ ଆଇଜିଏଚ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ୫ବର୍ଷ ଶିଶୁ କନ୍ୟାର ମୃତ୍ୟ ହୋଇଥିବା ବେଳେ ଗତକାଲି ୭ ବର୍ଷ ଝିଅର ମୃତ୍ୟୁ ଘଟିଥିଲା।  ଏବେ ଗୁରୁତର ଅବସ୍ଥାରେ ପିଲାଙ୍କର ବାପା ସୁରେଶ ତ୍ରିପାଠୀ ଓ ମା’ ସୁଚିତ୍ରା ଚିକିତ୍ସିତ ହେଉଛନ୍ତି।

ଗତ ୩୧ ତାରିଖରେ ଗ୍ୟାସ୍ ଲିକ୍‌ ଦୁର୍ଘଟଣାରେ ୪ ଜଣ ପୋଡ଼ି ଯାଇଥିଲେ।