ନିଆଁରେ ପୋଡ଼ି ୨ ମହିଳା ଗୁରୁତର

ଝାରସୁଗୁଡା (ଓଡ଼ିଶା ରିପୋର୍ଟର): ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଷ୍ଟେସନ ପଡ଼ାରେ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ୨ ମହିଳା ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ଦୁଇ ମହିଳା ହେଲେ ପ୍ରିୟା ଘୋଷ ଏବଂ ନିଶା ପାତ୍ର। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚ୍ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଆଜି ସକାଳେ ଷ୍ଟେସନ ପଡ଼ାରେ ରହୁଥିବା ପ୍ରିୟାଘୋଷଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା। ନିଆଁକୁ ଆୟତ୍ତ ପାଇଁ ପ୍ରିୟା ଓ ତାଙ୍କ ପଡୋଶୀ ମହିଳା ନିଶା ଚେଷ୍ଟା […]

fire

fire

Tapaswini Nayak
  • Published: Tuesday, 20 October 2020
  • Updated: 20 October 2020, 02:28 PM IST

Sports

Latest News

ଝାରସୁଗୁଡା (ଓଡ଼ିଶା ରିପୋର୍ଟର): ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଷ୍ଟେସନ ପଡ଼ାରେ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ୨ ମହିଳା ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ଦୁଇ ମହିଳା ହେଲେ ପ୍ରିୟା ଘୋଷ ଏବଂ ନିଶା ପାତ୍ର। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚ୍ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଆଜି ସକାଳେ ଷ୍ଟେସନ ପଡ଼ାରେ ରହୁଥିବା ପ୍ରିୟାଘୋଷଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା। ନିଆଁକୁ ଆୟତ୍ତ ପାଇଁ ପ୍ରିୟା ଓ ତାଙ୍କ ପଡୋଶୀ ମହିଳା ନିଶା ଚେଷ୍ଟା କରି ଉଭୟେ ପୋଡିଯାଇଥିଲେ। ଖବରପାଇ ସ୍ଥାନୀୟ ଲୋକେ ଓ ବ୍ରଜରାଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos