ଶୌଚ ପାଇଁ ଯାଇଥିଲେ, ବୁଡ଼ି ଗଲେ ଯୁବକ

ଭଦ୍ରକ (ପାର୍ଥ ସାରଥୀ ନାୟକ):  ଭଦ୍ରକ ଜିଲ୍ଲାରେ ଦୁଃଖଦ ଘଟଣା ଘଟିଛି। ପାଣିରେ ବୁଡି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଞ୍ଚାୟତର ଲକ୍ଷ୍ମୀଧର ପୂର୍ତ୍ତି ଓ ଧାମନଗର ବ୍ଲକର ପଧାନି ପଞ୍ଚାୟତ ରାମରାକୁଳର ସୁଶାନ୍ତ ସାହୁ। ଆଜି ସକାଳେ ଲକ୍ଷ୍ମୀଧର ଶୌଚ ହେବା ପାଇଁ ପୋଖରୀକୁ ଯାଇଥିଲେ। ଶୌଚ ହେବା ସମୟରେ ଅସାବଧାନତା କାରଣରୁ ତାଙ୍କ ଗୋଡ଼ ପୋଖରୀରେ ଖସିଯାଇଥିଲା। ସେ ପୋଖରୀରେ ବୁଡ଼ି ଯାଇଥିଲେ। ଗାଁ […]

drowned

drowned

Tapaswini Nayak
  • Published: Wednesday, 15 September 2021
  • Updated: 15 September 2021, 02:42 PM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ):  ଭଦ୍ରକ ଜିଲ୍ଲାରେ ଦୁଃଖଦ ଘଟଣା ଘଟିଛି। ପାଣିରେ ବୁଡି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଞ୍ଚାୟତର ଲକ୍ଷ୍ମୀଧର ପୂର୍ତ୍ତି ଓ ଧାମନଗର ବ୍ଲକର ପଧାନି ପଞ୍ଚାୟତ ରାମରାକୁଳର ସୁଶାନ୍ତ ସାହୁ।

ଆଜି ସକାଳେ ଲକ୍ଷ୍ମୀଧର ଶୌଚ ହେବା ପାଇଁ ପୋଖରୀକୁ ଯାଇଥିଲେ। ଶୌଚ ହେବା ସମୟରେ ଅସାବଧାନତା କାରଣରୁ ତାଙ୍କ ଗୋଡ଼ ପୋଖରୀରେ ଖସିଯାଇଥିଲା। ସେ ପୋଖରୀରେ ବୁଡ଼ି ଯାଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସେହିପରି ଧାମନଗର ବ୍ଲକର ସୁଶାନ୍ତ ସାହୁ ଶୌଚ ପାଇଁ  ବୈତରଣୀ ନଦୀକୁ ଯାଇଥିଲା ବେଳେ ବୁଡ଼ି ଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର  କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story