ଉଚ୍ଛେଦ ହେବ ବିଦ୍ୟୁତ୍‌ ଥାନା

ଭୁବନେଶ୍ୱର: ଆଉ ବିଦ୍ୟୁତ୍‌ ଥାନା ରହିବ ନାହିଁ। ପୋଲିସ୍‌ ଥାନାରେ ବିଦ୍ୟୁତ୍‌ ଚୋରି ମାମଲା ରୁଜୁ ହୋଇପାରିବ। ବିଦ୍ୟୁତ୍‌ ଚୋରି ମାମଲାର ତଦନ୍ତ ପାଇଁ ପ୍ରତିଷ୍ଠା ହୋଇଥିବା ବିଦ୍ୟୁତ୍‌ ଥାନାକୁ ଉଚ୍ଛେଦ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ୍‌ ଥାନାରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଦରମା ଓ ଅନ୍ୟ ସମସ୍ତ ଖର୍ଚ୍ଚ ଡିସ୍‌କମ୍‌ କମ୍ପାନୀ ବହନ କରୁଥିଲା। ଏଥିପାଇଁ ଓଇଆରସି ଅନୁମତି ଦେଇ ନ ଥିବାରୁ ଥାନା ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରତି […]

electri-police-station

electri-police-station

Rakesh Mallick
  • Published: Sunday, 21 August 2016
  • Updated: 21 August 2016, 10:47 PM IST

Sports

Latest News

electri-police-stationଭୁବନେଶ୍ୱର: ଆଉ ବିଦ୍ୟୁତ୍‌ ଥାନା ରହିବ ନାହିଁ। ପୋଲିସ୍‌ ଥାନାରେ ବିଦ୍ୟୁତ୍‌ ଚୋରି ମାମଲା ରୁଜୁ ହୋଇପାରିବ। ବିଦ୍ୟୁତ୍‌ ଚୋରି ମାମଲାର ତଦନ୍ତ ପାଇଁ ପ୍ରତିଷ୍ଠା ହୋଇଥିବା ବିଦ୍ୟୁତ୍‌ ଥାନାକୁ ଉଚ୍ଛେଦ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ବିଦ୍ୟୁତ୍‌ ଥାନାରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଦରମା ଓ ଅନ୍ୟ ସମସ୍ତ ଖର୍ଚ୍ଚ ଡିସ୍‌କମ୍‌ କମ୍ପାନୀ ବହନ କରୁଥିଲା। ଏଥିପାଇଁ ଓଇଆରସି ଅନୁମତି ଦେଇ ନ ଥିବାରୁ ଥାନା ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ପ୍ରତି ଜିଲ୍ଲା ସହ ରାଜ୍ୟରେ ମୋଟ ୩୪ଟି ବିଦ୍ୟୁତ୍‌ ଥାନା ପ୍ରତିଷ୍ଠା କରାଯାଇଥିଲା। ଏହାକୁ ବନ୍ଦ କରିବାକୁ ରାଜ୍ୟ ସରକାର ପ୍ରକ୍ରିୟା ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଡିସ୍‌କମ୍‌ କମ୍ପାନୀମାନେ ପୂର୍ବରୁ ବିଦ୍ୟୁତ୍‌ ଥାନା କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ କରୁଥିଲେ ମଧ୍ୟ ଓଇଆରସିର ଅନୁମତି ପାଇ ନ ଥିଲେ। ଫଳରେ ଥାନା ପରିଚାଳନାରେ ସମସ୍ୟା ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ବିଦ୍ୟୁତ୍‌ ଥାନା ଥାଇ ମଧ୍ୟ ଚୋରି ରୋକିବାରେ ସଫଳତା ମିଳିନାହିଁ। ଏସବୁ ଥାନା ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଥିବା ଅଭିଯୋଗ ହେଉଛି।

ବିଦ୍ୟୁତ୍‌ ଥାନାରେ ଥିବା ଇନ୍ସପେକ୍ଟର, ଏସ୍‌ଆଇ, ହାବିଲଦାର, କନଷ୍ଟେବଳଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ପୋଲିସ ବିଭାଗକୁ ଫେରାଇ ନିଆଯିବ। ଆସନ୍ତାବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଉଭୟ ବିଦ୍ୟୁତ୍‌ ଥାନା ଓ ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇ ପାରିବ। ଏହାପରେ ବିଦ୍ୟୁତ୍‌ ଥାନା ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ ହେବ।

ଶକ୍ତି ସଚିବ ରାଜେଶ ବର୍ମା କହିଛନ୍ତି, “ରାଜ୍ୟରେ ବିଦ୍ୟୁତ୍‌ ଚୋରି ରୋକିବା ପାଇଁ ସବୁ ଥାନାକୁ ଅଧିକାର ଦିଆଯାଇଛି। ଏଣିକି ବିଦ୍ୟୁତ୍‌ ଚୋରି ସମ୍ପର୍କିତ ଅଭିଯୋଗ ଥାନାରେ କରିହେବ। ୩୪ଟି ବିଦ୍ୟୁତ୍‌ ଥାନା ପୋଲିସ ଷ୍ଟେସନରେ ରେଜିଷ୍ଟର ହେବା ପରେ ଏହାର ଆବଶ୍ୟକତା ପଡ଼ିବ କି ନାହିଁ ତାହାର ତର୍ଜମା କରାଯାଉଛି।”

ବିଦ୍ୟୁତ ଥାନା ଉଚ୍ଛେଦ ହେଲେ କିଛି ଅସୁବିଧା ହେବ ନାହିଁ ବୋଲି ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ ମତ ଦେଇଛି। ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ ସଭାପତି ପଞ୍ଚାନନ କାନୁନଗୋ କହିଛନ୍ତି, “ସରକାର ଏବଂ ଓଇଆରସି ଏହାକୁ ଉଠାଇ ଦେଇ ଠିକ୍‌ କରିଛନ୍ତି। ଫ୍ରାଞ୍ଚାଇଜ ମଧ୍ୟ ଉଠାଇ ଦିଆଯାଉ। ଏହାଦ୍ୱାରା କମ୍ପାନୀମାନେ ସିଧାସଳଖ ତାଙ୍କ ଲାଭ କ୍ଷତିର ହିସାବ ରଖିବେ। ସାଧାରଣ ପୋଲିସ ଷ୍ଟେସନଗୁଡିକର କ୍ଷମତା ବଢାଇ ଦିଆଗଲେ ବିଦ୍ୟୁତ୍‌ ଚୋରି ରୋକା ଯାଇପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story