ଉଦଳା: ଭୁଲରେ କୀଟନାଶକ ପିଇ ଜଣେ ଭଉଣୀ ମୃତ, ଅନ୍ୟ ଜଣେ ଗୁରୁତର

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ କଅଁରପାଳ ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଗାଁର ବିଜୟ ସିଂଙ୍କ ଦୁଇ ଝିଅ ଖେଳୁଥିବା ସମୟରେ ଭୁଲରେ କୀଟନାଶକ ଔଷଧ ପିଇ ଦେଇଥିଲେ। ଏଥିରେ ତାଙ୍କ ବଡ଼ ଝିଅ ମିଲିର ମୃତ୍ୟୁ ଘଟିଛି। ସାନ ଝିଅକୁ ଗୁରୁତର ଅବସ୍ଥାରେ ବାରିପଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଜୟ ସିଂ ଏବଂ ତାଙ୍କ ସ୍ତ୍ରୀ କାମ କରିବାକୁ ବାହାରକୁ ଯାଇଥିଲେ। ଘରେ କେହି ନ ଥିବା ବେଳେ ଦୁଇ ଭଉଣୀ […]

udala

udala

Rakesh Mallick
  • Published: Friday, 13 November 2015
  • Updated: 13 November 2015, 01:17 PM IST

Sports

Latest News

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ କଅଁରପାଳ ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଗାଁର ବିଜୟ ସିଂଙ୍କ ଦୁଇ ଝିଅ ଖେଳୁଥିବା ସମୟରେ ଭୁଲରେ କୀଟନାଶକ ଔଷଧ ପିଇ ଦେଇଥିଲେ। ଏଥିରେ ତାଙ୍କ ବଡ଼ ଝିଅ ମିଲିର ମୃତ୍ୟୁ ଘଟିଛି। ସାନ ଝିଅକୁ ଗୁରୁତର ଅବସ୍ଥାରେ ବାରିପଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବିଜୟ ସିଂ ଏବଂ ତାଙ୍କ ସ୍ତ୍ରୀ କାମ କରିବାକୁ ବାହାରକୁ ଯାଇଥିଲେ। ଘରେ କେହି ନ ଥିବା ବେଳେ ଦୁଇ ଭଉଣୀ ଖେଳିବା ସମୟରେ ମାଛ ମାରିବାକୁ ରଖାଯାଇଥିବା କୀଟନାଶକ ପିଇ ଦେଇଥିଲେ। ଉଭୟଙ୍କ ପାଟିରୁ ଗରଳ ବାହାରିବା ଦେଖି ଗାଁ ଲୋକେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବଡ଼ ଭଉଣୀ ମିଲିର ମୃତ୍ୟୁ ଘଟିଥିବା ବେଳେ ସାନ ଭଉଣୀ ଝିଲି ସିଂଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story