ବନ୍ୟା ପାଇଁ ବେହାଲ: କେଉଁଠି ୨ଫୁଟର ପାଣି ତ କେଉଁଠି ଜଳବନ୍ଦୀ

<p>ଉଦଳା: ଲଗାଣ ବର୍ଷା ଯୋଗୁ କେବଳ ଦକ୍ଷିଣ ଓଡ଼ିଶା ପ୍ରଭାବିତ ହୋଇଛି ତା&rsquo;ନୁହେଁ, ମୟୁରଭଞ୍ଜ ଜିଲ୍ଲା ଉଦଳାରେ ମଧ୍ୟ ସ୍ଥିତି ବେହାଲ ହୋଇଯାଇଛି। ଉଦଳାର କଣ୍ଠାଳ ପୋଲ ଉପରେ ୨ଫୁଟ୍ ଉଚ୍ଚର ପାଣି ଚାଲୁଛି। ବଢ଼ିପାଣି ପାଇଁ ଉଦଳା-କପ୍ତିପଦା ରାସ୍ତାରେ ଯାତାୟତ ପୂରାପରି ବନ୍ଦ ହୋଇଯାଇଛି।</p> <p>ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବି ସମାନ ସ୍ଥିତି ଦେଖାଦେଇଛି। ଲଗାଣ ବର୍ଷା ଯୋଗୁଁ ରାଇଘର-ମହୁଭଟା କଲଭଟ୍ ଉପରେ ୪ ଫୁଟର ପାଣି ଚାଲୁଛି। ରାଇଘର-ଉମରକୋଟ ମଧ୍ୟରେ ଯୋଗାଯୋଗ ପୂରାପରି ବିଚ୍ଛିନ୍ନ ହୋଇଯାଇଛି।&nbsp; ବହୁ ସଂଖ୍ୟାରେ ଗାଡ଼ିମୋଟର ରାସ୍ତା ରେ ଦୁଇ ପାର୍ଶ୍ୱରେ ଅଟକି ରହିଛି। ମୁଣ୍ଡିବେଡ଼ା ପଞ୍ଚାୟତର ୧୦ଟି ଗାଁ ଏବେ ପାଣି ଘେରରେ ରହିଛି।</p>

Ordigital Desk
  • Published: Wednesday, 19 July 2017
  • Updated: 19 July 2017, 02:08 PM IST

Sports

Latest News

<p>ଉଦଳା: ଲଗାଣ ବର୍ଷା ଯୋଗୁ କେବଳ ଦକ୍ଷିଣ ଓଡ଼ିଶା ପ୍ରଭାବିତ ହୋଇଛି ତା&rsquo;ନୁହେଁ, ମୟୁରଭଞ୍ଜ ଜିଲ୍ଲା ଉଦଳାରେ ମଧ୍ୟ ସ୍ଥିତି ବେହାଲ ହୋଇଯାଇଛି। ଉଦଳାର କଣ୍ଠାଳ ପୋଲ ଉପରେ ୨ଫୁଟ୍ ଉଚ୍ଚର ପାଣି ଚାଲୁଛି। ବଢ଼ିପାଣି ପାଇଁ ଉଦଳା-କପ୍ତିପଦା ରାସ୍ତାରେ ଯାତାୟତ ପୂରାପରି ବନ୍ଦ ହୋଇଯାଇଛି।</p><p>ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବି ସମାନ ସ୍ଥିତି ଦେଖାଦେଇଛି। ଲଗାଣ ବର୍ଷା ଯୋଗୁଁ ରାଇଘର-ମହୁଭଟା କଲଭଟ୍ ଉପରେ ୪ ଫୁଟର ପାଣି ଚାଲୁଛି। ରାଇଘର-ଉମରକୋଟ ମଧ୍ୟରେ ଯୋଗାଯୋଗ ପୂରାପରି ବିଚ୍ଛିନ୍ନ ହୋଇଯାଇଛି।&nbsp; ବହୁ ସଂଖ୍ୟାରେ ଗାଡ଼ିମୋଟର ରାସ୍ତା ରେ ଦୁଇ ପାର୍ଶ୍ୱରେ ଅଟକି ରହିଛି। ମୁଣ୍ଡିବେଡ଼ା ପଞ୍ଚାୟତର ୧୦ଟି ଗାଁ ଏବେ ପାଣି ଘେରରେ ରହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos