ପଞ୍ଚାୟତରେ ମିଳିବ ଉଜ୍ଜ୍ୱଳା ଯୋଜନାରେ ଏଲ୍‌ପିଜି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଉଜ୍ଜ୍ୱଳା ଯୋଜନାରେ ପଞ୍ଚାୟତ ସ୍ତରରେ ମାଗଣାରେ ଏଲ୍‌ପିଜି ଯୋଗାଇ ଦିଆଯିବ। ଆଗାମୀ ୩ ବର୍ଷରେ ୩୦ ଲକ୍ଷ ଗରିବ ମହିଳାଙ୍କୁ ମାଗଣାରେ ଏଲ୍‌ପିଜି ଦେବାକୁ ଲକ୍ଷ୍ୟ ରଖିଛନ୍ତି ତୈଳ କମ୍ପାନୀ। ଏହାଛଡ଼ା ୧୦ ଲକ୍ଷ ଏପିଏଲ୍‌ ପରିବାରଙ୍କୁ ମିଶାଇ ୨୦୧୮ ସୁଦ୍ଧା ୭୫ ଲକ୍ଷ ପରିବାରଙ୍କ ପାଖରେ ଏଲ୍‌ପିଜି ପହଞ୍ଚିବାର ଯୋଜନା ରହିଛି। ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକାରୀ କରିବା ବେଳେ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ସାମିଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ଦେଇଥିବା […]

ujala

ujala

Rakesh Mallick
  • Published: Tuesday, 06 September 2016
  • Updated: 06 September 2016, 11:06 PM IST

Sports

Latest News

CWYojanalogoc12ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଉଜ୍ଜ୍ୱଳା ଯୋଜନାରେ ପଞ୍ଚାୟତ ସ୍ତରରେ ମାଗଣାରେ ଏଲ୍‌ପିଜି ଯୋଗାଇ ଦିଆଯିବ। ଆଗାମୀ ୩ ବର୍ଷରେ ୩୦ ଲକ୍ଷ ଗରିବ ମହିଳାଙ୍କୁ ମାଗଣାରେ ଏଲ୍‌ପିଜି ଦେବାକୁ ଲକ୍ଷ୍ୟ ରଖିଛନ୍ତି ତୈଳ କମ୍ପାନୀ। ଏହାଛଡ଼ା ୧୦ ଲକ୍ଷ ଏପିଏଲ୍‌ ପରିବାରଙ୍କୁ ମିଶାଇ ୨୦୧୮ ସୁଦ୍ଧା ୭୫ ଲକ୍ଷ ପରିବାରଙ୍କ ପାଖରେ ଏଲ୍‌ପିଜି ପହଞ୍ଚିବାର ଯୋଜନା ରହିଛି।

ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକାରୀ କରିବା ବେଳେ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ସାମିଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ଦେଇଥିବା ପରାମର୍ଶକୁ ଓଡ଼ିଶା ଦାୟୀତ୍ୱରେ ଥିବା ଉଜ୍ଜ୍ୱଳା ଯୋଜନାର ନୋଡାଲ ଅଫିସର ଜି. ସ୍ୱାମୀନାଥନ୍‌ ମନା କରିଛନ୍ତି। ସେ କହିଛନ୍ତି, “ଜନପ୍ରତିନିଧିଙ୍କୁ ଏହି କାର୍ଯ୍ୟକ୍ରମକୁ ଡାକିବା ପାଇଁ ଗାଇଡ୍‌ ଲାଇନ୍‌ରେ କୌଣସି ବ୍ୟବସ୍ଥା ନାହିଁ।”

ସେ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ୩୨୦ଟି କାର୍ଯ୍ୟକ୍ରମ ଆୟୋଜନ କରି ତୈଳ କମ୍ପାନୀ  ଗୁଡ଼ିକ ଦୁଇ ଲକ୍ଷ ୧୩୪୪ ଜଣଙ୍କୁ ଏଲ୍‌ପିଜି ସଂଯୋଗ ଦିଆଯାଇଥିବା ବେଳେ ଆଉ ୩ ଲକ୍ଷ ୪୭୦୦୦ ପରିବାରକୁ ଯୋଗାଇ ଦେବାକୁ ପ୍ରସ୍ତୁତି ସରିଛି। ତେବେ ବ୍ଲକରେ କାର୍ଯ୍ୟକ୍ରମ କଲାବେଳେ ୧୩ଟି ସ୍ଥାନରେ ବାଧା ଉପୁଜିଥିଲା।”

ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି, “ଉଜ୍ଜ୍ୱଳା କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ସାମିଲ କରିବା ଗାଇଡ୍‌ ଲାଇନ୍‌ରେ ଥାଉ ବା ନ ଥାଉ ବିଜେପି ନେତାଙ୍କୁ ଡାକିବା ପାଇଁ କେଉଁ ଗାଇଡ୍‌ ଲାଇନ୍‌ରେ ରହିଛି?  ଯେଉଁପରି ଭାବେ ଏହି ଯୋଜନାକୁ ବିଜେପି କାର୍ଯ୍ୟକ୍ରମରେ ପରିଣତ କରାଯାଉଛି, ଏଥିରୁ ସେମାନେ ନିବୃତ ରହିବା ଉଚିତ।”

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, “ବିଜେଡି ସବୁ ବେଳେ କହେ ବିଜେଡି ଦଳ ଓଡ଼ିଶାର ବଳ, ଏମାନେ ତ ଓଡ଼ିଆଙ୍କ କାଳ ସାଜିଲେଣି। ଏଥିରେ ରାଜନୀତି କରଣ କରିବା ଉଚିତ ନୁହେଁ। ଓଡ଼ିଶାର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଦ୍ୱାରା ସିଲିଣ୍ଡର ବଣ୍ଟା ଯାଉଛି। ଆଗାମୀ ଦିନରେ ଓଡ଼ିଶାର ମା’ ଓ ଭଉଣୀମାନେ ଏଥିରେ ଉପକୃତ ହୁଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story