ନଦୀ ସଂଯୋଗୀକରଣରେ ଓଡ଼ିଶା ସରକାର ବାଧା ସୃଷ୍ଟି କରୁଛନ୍ତି: ଉମା ଭାରତୀ

ଭୁବନେଶ୍ୱର: ନଦୀ ସଂଯୋଗୀକରଣରେ ଓଡ଼ିଶା ସରକାର ବାଧା ସୃଷ୍ଟି କରୁଛନ୍ତି। ଏଇ ଅଭିଯୋଗ ଆଣିଛନ୍ତି କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଉମା ଭାରତୀ। ବିଜେପି କେନ୍ଦ୍ରୀୟ କାର୍ଯ୍ୟକାରିଣୀ ପାଇଁ ଓଡ଼ିଶା ଆସିଥିବା କେନ୍ଦ୍ରମନ୍ତ୍ରୀ ଉମା ଭାରତୀ କହିଛନ୍ତି ଯେ ମହାନଦୀ ସହ ଗୋଦାବରୀର ସଂଯୋଗୀକରଣକୁ ନେଇ ଓଡ଼ିଶା ସରକାର ମିଥ୍ୟା ପ୍ରଚାର କରୁଛନ୍ତି। ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀ ଏହାକୁ ବିରୋଧ କରୁଥିବାରୁ କାମ ଆରମ୍ଭ ହୋଇପାରୁନାହିଁ। ସେପଟେ ଏହା ଉପରେ ବିଜେଡି ପ୍ରତିକ୍ରିୟା ରଖିଛି। ନଦୀ […]

uma bharti

uma bharti

Rakesh Mallick
  • Published: Saturday, 15 April 2017
  • Updated: 15 April 2017, 11:01 PM IST

Sports

Latest News

ଭୁବନେଶ୍ୱର: ନଦୀ ସଂଯୋଗୀକରଣରେ ଓଡ଼ିଶା ସରକାର ବାଧା ସୃଷ୍ଟି କରୁଛନ୍ତି। ଏଇ ଅଭିଯୋଗ ଆଣିଛନ୍ତି କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଉମା ଭାରତୀ। ବିଜେପି କେନ୍ଦ୍ରୀୟ କାର୍ଯ୍ୟକାରିଣୀ ପାଇଁ ଓଡ଼ିଶା ଆସିଥିବା କେନ୍ଦ୍ରମନ୍ତ୍ରୀ ଉମା ଭାରତୀ କହିଛନ୍ତି ଯେ ମହାନଦୀ ସହ ଗୋଦାବରୀର ସଂଯୋଗୀକରଣକୁ ନେଇ ଓଡ଼ିଶା ସରକାର ମିଥ୍ୟା ପ୍ରଚାର କରୁଛନ୍ତି। ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀ ଏହାକୁ ବିରୋଧ କରୁଥିବାରୁ କାମ ଆରମ୍ଭ ହୋଇପାରୁନାହିଁ। ସେପଟେ ଏହା ଉପରେ ବିଜେଡି ପ୍ରତିକ୍ରିୟା ରଖିଛି। ନଦୀ ସଂଯୋଗୀକରଣ ଘଟଣାକୁ କେନ୍ଦ୍ର ଛତିଶଗଡ଼ ପ୍ରସଙ୍ଗ ସହ ଯୋଡିବା ଅପ୍ରାସଙ୍ଗିକ ବୋଲି ବିଜେଡି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos